ଦୀର୍ଘତମ ଟିଭି ରିମୋଟ୍ ପ୍ରସ୍ତୁତ କରି ଗିନିଜ୍ ବୁକ ଅଫ ୱାର୍ଲଡ ସ୍ଥାନିତ ସମ୍ୱଲପୁରର ଦୁଇ ଭାଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର: ବିଶ୍ୱର ଦୀର୍ଘତମ ଟିଭି ରିମୋଟ୍ ପ୍ରସ୍ତୁତ କରି ଗିନିଜ୍ ବୁକ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିବା  ସମ୍ୱଲପୁରର ଦୁଇ ଭାଇ ସୁରଜ ମେହେର ଓ ରାଜେଶ ମେହେରଙ୍କୁ ସମ୍ୱର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪.୫ ମିଟର ଲମ୍ୱ ବିଶିଷ୍ଟ ଏହି ରିମୋଟ୍ କଣ୍ଟ୍ରୋଲ ପାଇଁ ସେପ୍ଟେମ୍ୱର ୨୧ ତାରିଖରେ ଉଭୟ ଗିନିଜ୍ ବୁକ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିଲେ। ଏହା ପୂର୍ବରୁ ଉଭୟେ ସବୁଠାରୁ କ୍ଷୁଦ୍ରତମ ଟେବୁଲ ଫ୍ୟାନ ତିଆରି କରି […]

chief minister

Rakesh Mallick
  • Published: Sunday, 20 December 2015
  • , Updated: 20 December 2015, 03:06 AM IST

ଭୁବନେଶ୍ୱର: ବିଶ୍ୱର ଦୀର୍ଘତମ ଟିଭି ରିମୋଟ୍ ପ୍ରସ୍ତୁତ କରି ଗିନିଜ୍ ବୁକ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିବା  ସମ୍ୱଲପୁରର ଦୁଇ ଭାଇ ସୁରଜ ମେହେର ଓ ରାଜେଶ ମେହେରଙ୍କୁ ସମ୍ୱର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪.୫ ମିଟର ଲମ୍ୱ ବିଶିଷ୍ଟ ଏହି ରିମୋଟ୍ କଣ୍ଟ୍ରୋଲ ପାଇଁ ସେପ୍ଟେମ୍ୱର ୨୧ ତାରିଖରେ ଉଭୟ ଗିନିଜ୍ ବୁକ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିଲେ। ଏହା ପୂର୍ବରୁ ଉଭୟେ ସବୁଠାରୁ କ୍ଷୁଦ୍ରତମ ଟେବୁଲ ଫ୍ୟାନ ତିଆରି କରି ୨୦୧୩ ମସିହାରେ ଲିମକା ବୁକ ଅଫ୍ ରେକର୍ଡରେ ମଧ୍ୟ ସ୍ଥାନ ପାଇଛନ୍ତି। ଶନିବାର ସଚିବାଳୟରେ ସେମାନଙ୍କର ଏହି ସଫଳତା ପାଇଁ ସମ୍ୱର୍ଦ୍ଧିତ କରାଯାଇଛି।

Related story