ଗେମ ଚେଞ୍ଜର ହେବ ଦୀଘା-ଗୋପାଳପୁର ଉପକୂଳ ରାଜପଥ: ଧର୍ମେନ୍ଦ୍ର  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗେମ ଚେଞ୍ଜର ହେବ ଦୀଘା-ଗୋପାଳପୁର ଉପକୂଳ ରାଜପଥ।  ମୋଦି ସରକାରଙ୍କ  ଭିତ୍ତିଭୂମି ଏବଂ ଉତ୍ତମ ସଂଯୋଗ ସ୍ଥାପନା ପରିକଳ୍ପନାରେ ଏଭଳି ଏକ ନୂଆ ସମ୍ଭବନା ସୃଷ୍ଟି ହେବାକୁ ଯାଉଛି। ଏଥିରେ ଓଡ଼ିଶାର ଜନସାଧାରଣ ଅଧିକ ଉପକୃତ ହେବେ। ଏଥିସହ ଆତ୍ମନିର୍ଭର ଭାରତକୁ ଏହି ପ୍ରକଳ୍ପ ବଳ ଯୋଗାଇବ। ଟ୍ୱିଟ୍‌ କରି ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଆହୁରୀ କହିଛନ୍ତି ଯେ, ଉପକୂଳ ଅଞ୍ଚଳରେ ଏନସିସିର ସଂପ୍ରସାରଣ ସ୍ଥାନୀୟ ଯୁବକଙ୍କ ପାଇଁ ନୂଆ […]

7nb

7nb

Tapas Behera
  • Published: Monday, 17 August 2020
  • Updated: 17 August 2020, 04:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗେମ ଚେଞ୍ଜର ହେବ ଦୀଘା-ଗୋପାଳପୁର ଉପକୂଳ ରାଜପଥ।  ମୋଦି ସରକାରଙ୍କ  ଭିତ୍ତିଭୂମି ଏବଂ ଉତ୍ତମ ସଂଯୋଗ ସ୍ଥାପନା ପରିକଳ୍ପନାରେ ଏଭଳି ଏକ ନୂଆ ସମ୍ଭବନା ସୃଷ୍ଟି ହେବାକୁ ଯାଉଛି। ଏଥିରେ ଓଡ଼ିଶାର ଜନସାଧାରଣ ଅଧିକ ଉପକୃତ ହେବେ। ଏଥିସହ ଆତ୍ମନିର୍ଭର ଭାରତକୁ ଏହି ପ୍ରକଳ୍ପ ବଳ ଯୋଗାଇବ। ଟ୍ୱିଟ୍‌ କରି ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଆହୁରୀ କହିଛନ୍ତି ଯେ, ଉପକୂଳ ଅଞ୍ଚଳରେ ଏନସିସିର ସଂପ୍ରସାରଣ ସ୍ଥାନୀୟ ଯୁବକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ ଏବଂ ବିପର୍ଯ୍ୟୟ ପରିଚାଳନାରେ ସହାୟକ ହେବ।  ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଓଡ଼ିଶାକୁ ମିଳୁଥିବା ବଳରେ ଆତ୍ମନିର୍ଭର ଭାରତ ନିର୍ମାଣରେ ଅଧିକ ଯୋଗଦାନ ରହିବ ।

https://twitter.com/dpradhanbjp/status/1295243928187203585?s=20

ମୋଦି ସରକାରଙ୍କ ଉଚ୍ଚାକାଂକ୍ଷୀ ୪୫୧ କିମି ଲମ୍ବ ଦୀଘା-ଗୋପାଳପୁର ଉପକୂଳ ରାଜପଥ ଉପକୂଳ ଓଡ଼ିଶାକୁ ପରିବର୍ତ୍ତନ କରିବାରେ ବଡ଼ ଭୂମିକା ଗ୍ରହଣ କରିବ । ସ୍ଥାନୀୟ ଅଞ୍ଚଳର ପରିବେଶକୁ ସୁରକ୍ଷା ଯୋଗାଇବା ସହ ଉପକୂଳବର୍ତ୍ତୀ ଅଞ୍ଚଳ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ଓ ଭାରତର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବରେ ଉଭା ହେବ । ଆତ୍ମନିର୍ଭର ଭାରତ ପାଇଁ ଭିତ୍ତିଭୂମିର ବିକାଶ ଏବଂ ଉତ୍ତମ ସଂଯୋଗ ସ୍ଥାପନା କରିବା ପ୍ରଧାନମନ୍ତ୍ରୀଙ୍କର ବିଶେଷ ଦୂରଦୃଷ୍ଟି ରହିଛି। ଜାତୀୟ ଭିତ୍ତିଭୂମି ପାଇପଲାଇନ କେବଳ ଭିତ୍ତିଭୂମି ତିଆରି କରିବାରେ ବୈପ୍ଲବିକ ପରିବର୍ତ୍ତନ କରିବ ନାହିଁ ବରଂ କୋଭିଡ-୧୯ ପ୍ରଭାବରେ ହୋଇଥିବା ଅର୍ଥନୈତିକ ମାନ୍ଦାବସ୍ଥାକୁ ମଧ୍ୟ ଦୂର କରିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story