ଦିନକ ପରେ ମାଓବାଦୀଙ୍କ ସହିଦ ସପ୍ତାହ

କୋରାପୁଟ: ମାଓ ପ୍ରବଣ ଜିଲ୍ଲାରେ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ଯାଏଁ ମାଓବାଦୀ ସହିଦ ସପ୍ତାହ ଦିବସ ପାଳନ କରିବେ। ସହୀଦ ସପ୍ତାହ ପାଳନ କରାଯିବା ନେଇ ନାରାୟଣପାଟଣା ଅଞ୍ଚଳରେ ବ୍ୟାପକ ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ସିପିଆଇ, ମାଓବାଦୀ, କୋରାପୁଟ-ଶ୍ରୀକାକୁଲମ୍  ଡିଭିଜନ ପକ୍ଷରୁ ଏହି ଆହ୍ୱାନ ଦିଆଯାଇଥିବା ସେଥିରେ ଉଲ୍ଲେଖ ରହିଛି। କେତେକ ସ୍ଥାନରେ ହାତ ଲେଖା ପୋଷ୍ଟର ମରାଯାଇଥିବା ବେଳେ ଆଉ କେତେକ ସ୍ଥାନରେ ଛପାହୋଇଥିଲା ପୋଷ୍ଟର୍ ଦେଖିବାକୁ ମିଳିଛି। ଏଭଳି […]

Maoism

Rakesh Mallick
  • Published: Monday, 27 July 2015
  • , Updated: 27 July 2015, 05:39 AM IST

କୋରାପୁଟ: ମାଓ ପ୍ରବଣ ଜିଲ୍ଲାରେ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ଯାଏଁ ମାଓବାଦୀ ସହିଦ ସପ୍ତାହ ଦିବସ ପାଳନ କରିବେ। ସହୀଦ ସପ୍ତାହ ପାଳନ କରାଯିବା ନେଇ ନାରାୟଣପାଟଣା ଅଞ୍ଚଳରେ ବ୍ୟାପକ ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ସିପିଆଇ, ମାଓବାଦୀ, କୋରାପୁଟ-ଶ୍ରୀକାକୁଲମ୍  ଡିଭିଜନ ପକ୍ଷରୁ ଏହି ଆହ୍ୱାନ ଦିଆଯାଇଥିବା ସେଥିରେ ଉଲ୍ଲେଖ ରହିଛି। କେତେକ ସ୍ଥାନରେ ହାତ ଲେଖା ପୋଷ୍ଟର ମରାଯାଇଥିବା ବେଳେ ଆଉ କେତେକ ସ୍ଥାନରେ ଛପାହୋଇଥିଲା ପୋଷ୍ଟର୍ ଦେଖିବାକୁ ମିଳିଛି। ଏଭଳି ଛପା ପୋଷ୍ଟର ଲଗାଯିବା ଘଟଣା ଏହି ଅଞ୍ଚଳରେ ପ୍ରଥମ ବୋଲି ଜଣାପଡିଛି।

Related story