ଦିନକ ପରେ ସଂସଦର ମୌସୁମୀ ଅଧିବେଶନ:ରଣନୀତି ସ୍ଥିର ପାଇଁ ଆଜି ବିଜେଡି ସାଂସଦଙ୍କ ବୈଠକ

ଭୁବନେଶ୍ୱର: ଦିନକ ପରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏନେଇ ଆଜି ବିଜେଡି ସାଂସଦ ମାନଙ୍କର ଏକ ବୈଠକ ନବୀନ ନିବାସରେ ଡକାଯାଇଛି। ଅଧିବେଶନରେ ଦଳର ସାଂସଦମାନେ କେଉଁ ଭୂମିକା ନେବେ ତାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିବେ। ଏଥିସହିତ ଆସନ୍ତା ଅଧିବେଶନରେ କେଉଁ କେଉଁ ପ୍ରସଙ୍ଗରେ ଦଳ କ’ଣ ରଣନୀତି ଆପଣାଇବ ସେ ନେଇ ମଧ୍ୟ ବୈଠକରେ ଆଲୋଚନା ହେବ।  ବିଶେଷକରି ଜମି ଅଧିଗ୍ରହଣ  ବିଲ୍ ଉପରେ ଦଳର ଆଭିମୁଖ୍ୟ କ’ଣ […]

naveen

naveen

Rakesh Mallick
  • Published: Sunday, 19 July 2015
  • Updated: 19 July 2015, 06:13 AM IST

Sports

Latest News

ଭୁବନେଶ୍ୱର: ଦିନକ ପରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏନେଇ ଆଜି ବିଜେଡି ସାଂସଦ ମାନଙ୍କର ଏକ ବୈଠକ ନବୀନ ନିବାସରେ ଡକାଯାଇଛି। ଅଧିବେଶନରେ ଦଳର ସାଂସଦମାନେ କେଉଁ ଭୂମିକା ନେବେ ତାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିବେ। ଏଥିସହିତ ଆସନ୍ତା ଅଧିବେଶନରେ କେଉଁ କେଉଁ ପ୍ରସଙ୍ଗରେ ଦଳ କ’ଣ ରଣନୀତି ଆପଣାଇବ ସେ ନେଇ ମଧ୍ୟ ବୈଠକରେ ଆଲୋଚନା ହେବ।  ବିଶେଷକରି ଜମି ଅଧିଗ୍ରହଣ  ବିଲ୍ ଉପରେ ଦଳର ଆଭିମୁଖ୍ୟ କ’ଣ ରହିବ ସେ ନେଇ ମଧ୍ୟ ସ୍ପଷ୍ଟ ହେବ। ଆଜି ପୂର୍ବାହ୍ନ ୧୧ଟାରେ ଏହି ବୈଠକ ଡକାଯାଇଛି। ଲୋକସଭାର ୨୦ ସାଂସଦ ଓ ରାଜ୍ୟସଭାର ୭ ଜଣ ସାଂସଦକୁ ଏହି ବୈଠକରେ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story