ଝଗଡ଼ା ଲାଗିଲେ ସେବାୟତ ଓ ମନ୍ଦିର ପ୍ରଶାସନ : ଏବେ ଫଳ ଭୋଗୁଛନ୍ତି ମହାପ୍ରଭୁ ଲିଙ୍ଗରାଜ

ଭୂବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପବାସରେ ଲିଙ୍ଗରାଜ ମହାପ୍ରଭୁ।  କୌଣସି ବିବାଦକୁ କେନ୍ଦ୍ର କରି ପ୍ରଭୁଙ୍କୁ ଭୋକିଲା ରଖିଦେଇଛନ୍ତି ସେବାୟତ। ସୂଚନା ଅନୁଯାୟୀ, ପୂଜାପଣ୍ଡା, ସେବାୟତ ଓ ମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ ଯୋଗୁଁ ପ୍ରଭୁ ଲିଙ୍ଗରାଜଙ୍କର ନୀତିକାନ୍ତି ବନ୍ଦ ରହିଛି । ଅତି ବିବାଦ ଯୋଗୁଁ ମଙ୍ଗଳ ଆଳତୀ ପରେ ଆଉ କୌଣସି ନୀତିକାନ୍ତି ହୋଇନାହିଁ। ନୀତିକାନ୍ତି ବନ୍ଦ ରହିବା ନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି।

lingaraj-temple

Rakesh Mallick
  • Published: Thursday, 22 March 2018
  • , Updated: 22 March 2018, 02:42 PM IST

ଭୂବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପବାସରେ ଲିଙ୍ଗରାଜ ମହାପ୍ରଭୁ।  କୌଣସି ବିବାଦକୁ କେନ୍ଦ୍ର କରି ପ୍ରଭୁଙ୍କୁ ଭୋକିଲା ରଖିଦେଇଛନ୍ତି ସେବାୟତ।

ସୂଚନା ଅନୁଯାୟୀ, ପୂଜାପଣ୍ଡା, ସେବାୟତ ଓ ମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ ଯୋଗୁଁ ପ୍ରଭୁ ଲିଙ୍ଗରାଜଙ୍କର ନୀତିକାନ୍ତି ବନ୍ଦ ରହିଛି । ଅତି ବିବାଦ ଯୋଗୁଁ ମଙ୍ଗଳ ଆଳତୀ ପରେ ଆଉ କୌଣସି ନୀତିକାନ୍ତି ହୋଇନାହିଁ। ନୀତିକାନ୍ତି ବନ୍ଦ ରହିବା ନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି।

Related story