ଷାଣ୍ମାସିକ ପରୀକ୍ଷାରେ ବିଭ୍ରାଟ; କଳାପଟାରେ ପ୍ରଶ୍ନପତ୍ର ଲେଖିଲେ ଶିକ୍ଷୟିତ୍ରୀ

ପିପିଲି(ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପୁରୀ ଜିଲ୍ଲା ପିପିଲିସ୍ଥିତ ପୀତବାସ ୟୁଜିଏମ୍ଇ ସ୍କୁଲରେ ଅନୁଷ୍ଠିତ ହେଉଥିବା ଷଷ୍ଠ ଶ୍ରେଣୀ ଷାଣ୍ମାସିକ ପରୀକ୍ଷାରେ ବିଭ୍ରାଟ ଦେଖାଦେଇଛି। ଇତିହାସ ପ୍ରଶ୍ନପତ୍ର ନିଅଣ୍ଟ ପଡ଼ିବାରୁ କଳାପଟାରେ ପ୍ରଶ୍ନ ଲେଖିବାକୁ ବାଧ୍ୟ ହେଲେ ଶିକ୍ଷୟିତ୍ରୀ। ୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ମାତ୍ର ୧୦ଟି ପ୍ରଶ୍ନପତ୍ର ଆସିଥିଲା। ସୂଚନା ଯୋଗ୍ୟ, ଆଜିଠାରୁ ରାଜ୍ୟରେ ଏକକ ପରୀକ୍ଷା ବ୍ୟବସ୍ଥା ଲାଗୁ ହୋଇଛି। ପ୍ରଥମରୁ ୮ମ ଶ୍ରେଣୀ ଯାଏ ସବୁ ଜିଲ୍ଲାରେ ସମାନ ସମୟରେ  ସମାନ ପ୍ରଶ୍ନପତ୍ର […]

pipili

pipili

Jyoshna Pradhan
  • Published: Friday, 01 November 2019
  • Updated: 01 November 2019, 02:50 PM IST

Sports

Latest News

ପିପିଲି(ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପୁରୀ ଜିଲ୍ଲା ପିପିଲିସ୍ଥିତ ପୀତବାସ ୟୁଜିଏମ୍ଇ ସ୍କୁଲରେ ଅନୁଷ୍ଠିତ ହେଉଥିବା ଷଷ୍ଠ ଶ୍ରେଣୀ ଷାଣ୍ମାସିକ ପରୀକ୍ଷାରେ ବିଭ୍ରାଟ ଦେଖାଦେଇଛି। ଇତିହାସ ପ୍ରଶ୍ନପତ୍ର ନିଅଣ୍ଟ ପଡ଼ିବାରୁ କଳାପଟାରେ ପ୍ରଶ୍ନ ଲେଖିବାକୁ ବାଧ୍ୟ ହେଲେ ଶିକ୍ଷୟିତ୍ରୀ। ୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ମାତ୍ର ୧୦ଟି ପ୍ରଶ୍ନପତ୍ର ଆସିଥିଲା।

ସୂଚନା ଯୋଗ୍ୟ, ଆଜିଠାରୁ ରାଜ୍ୟରେ ଏକକ ପରୀକ୍ଷା ବ୍ୟବସ୍ଥା ଲାଗୁ ହୋଇଛି। ପ୍ରଥମରୁ ୮ମ ଶ୍ରେଣୀ ଯାଏ ସବୁ ଜିଲ୍ଲାରେ ସମାନ ସମୟରେ  ସମାନ ପ୍ରଶ୍ନପତ୍ର ପରୀକ୍ଷା ବ୍ୟବସ୍ଥା ହୋଇଛି। ହେଲେ ଏହି ବ୍ୟବସ୍ଥା ଆରମ୍ଭରୁ ଏପରି ବିଭ୍ରାଟ ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story