ଦ୍ୱିତୀୟ ଦିନରେ ୪୦.୨ ଡିଗ୍ରୀ ତାପମାତ୍ରା ସହ ରାଜଧାନୀ ଉତ୍ତପ୍ତ ସହର

ଭୁବନେଶ୍ୱର: ସାରା ରାଜ୍ୟରେ କମିଛି ପାରା। ୩୨ ଡିଗ୍ରୀ ଉପରେ ରହିଛି ୨୧ଟି ସହର। ହେଲେ ରାଜଧାନୀରେ ତାତି କମିନି। ସର୍ବାଧିକ ଉତ୍ତପ୍ତ ସହର ଭାବେ ଦୁଇଦିନ ଧରି ରାଜଧାନୀ ଭୁବନେଶ୍ୱର ତାପମାତ୍ରା ରହିଛି ୪୦ ଡିଗ୍ରୀ ଉପରେ ରହିଛି। ଆଜି ଭୁବନେଶ୍ୱରର ତାପମାତ୍ରା ରହିଛି ୪୦.୨ ଡିଗ୍ରୀ। ଗତକାଲି ରାଜଧାନୀର ତାପମାତ୍ରା ଥିଲା ୪୦.୭ ଡିଗ୍ରୀ। ତା’ପଛକୁ ରହିଛି ଅନୁଗୋଳ। ଏହି ସହରର ତାପମାତ୍ରା ରହିଥିଲା ୩୯.୯ ଡିଗ୍ରୀ। ତା’ତଳକୁ ୩୮.୯ ଡିଗ୍ରୀ ସହ ଚାନ୍ଦବାଲି […]

summer

summer

Rakesh Mallick
  • Published: Tuesday, 02 June 2015
  • Updated: 02 June 2015, 02:39 PM IST

Sports

Latest News

ଭୁବନେଶ୍ୱର: ସାରା ରାଜ୍ୟରେ କମିଛି ପାରା। ୩୨ ଡିଗ୍ରୀ ଉପରେ ରହିଛି ୨୧ଟି ସହର। ହେଲେ ରାଜଧାନୀରେ ତାତି କମିନି। ସର୍ବାଧିକ ଉତ୍ତପ୍ତ ସହର ଭାବେ ଦୁଇଦିନ ଧରି ରାଜଧାନୀ ଭୁବନେଶ୍ୱର ତାପମାତ୍ରା ରହିଛି ୪୦ ଡିଗ୍ରୀ ଉପରେ ରହିଛି। ଆଜି ଭୁବନେଶ୍ୱରର ତାପମାତ୍ରା ରହିଛି ୪୦.୨ ଡିଗ୍ରୀ। ଗତକାଲି ରାଜଧାନୀର ତାପମାତ୍ରା ଥିଲା ୪୦.୭ ଡିଗ୍ରୀ। ତା’ପଛକୁ ରହିଛି ଅନୁଗୋଳ। ଏହି ସହରର ତାପମାତ୍ରା ରହିଥିଲା ୩୯.୯ ଡିଗ୍ରୀ। ତା’ତଳକୁ ୩୮.୯ ଡିଗ୍ରୀ ସହ ଚାନ୍ଦବାଲି ରହିଛି ତୃତୀୟ ଉତ୍ତପ୍ତ ସହର।
ଅନ୍ୟପକ୍ଷରେ ସାରା ରାଜ୍ୟରେ ଲାଗି ରହିଥିବା ତାତି ସାମାନ୍ୟ କମିଛି। ବାଲେଶ୍ୱରରେ ତାପମାତ୍ରା ୩୬.୪ ଡିଗ୍ରୀ ରହିଥିବା ବେଳେ କଟକରେ ୩୭.୨,ପାରାଦ୍ୱୀପରେ ୩୩.୫, ଗୋପାଳପୁରରେ ୩୨.୯,ପୁରୀରେ ୩୪.୬, ବାରିପଦାରେ ୩୭, ଝାରସୁଗୁଡାରେ୩୮.୩, କେନ୍ଦୁଝରରେ୩୪, ସମ୍ୱଲପୁରରେ ୩୮.୪, ସୁନ୍ଦରଗଡରେ ୩୭.୫, ହୀରାକୁଦରେ ୩୭.୫, ତାଳଚେରରେ ୩୮,ଭବାନୀପାଟଣାରେ ୩୭.୨, କୋରାପୁଟରେ ୩୧.୨, ଫୁଲବାଣୀରେ ୩୩.୪ ,ସୋନୁପର ୩୮.୪, ଢେଙ୍କାନାଳରେ ୩୭.୭, ମାଲକାନଗିରିରେ ୩୮ ଓ ଟିଟିଲାଗଡରେ ୩୫.୫ ଡିଗ୍ରୀ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story