ଭୁବନେଶ୍ୱର: ସାରା ରାଜ୍ୟରେ କମିଛି ପାରା। ୩୨ ଡିଗ୍ରୀ ଉପରେ ରହିଛି ୨୧ଟି ସହର। ହେଲେ ରାଜଧାନୀରେ ତାତି କମିନି। ସର୍ବାଧିକ ଉତ୍ତପ୍ତ ସହର ଭାବେ ଦୁଇଦିନ ଧରି ରାଜଧାନୀ ଭୁବନେଶ୍ୱର ତାପମାତ୍ରା ରହିଛି ୪୦ ଡିଗ୍ରୀ ଉପରେ ରହିଛି। ଆଜି ଭୁବନେଶ୍ୱରର ତାପମାତ୍ରା ରହିଛି ୪୦.୨ ଡିଗ୍ରୀ। ଗତକାଲି ରାଜଧାନୀର ତାପମାତ୍ରା ଥିଲା ୪୦.୭ ଡିଗ୍ରୀ। ତା’ପଛକୁ ରହିଛି ଅନୁଗୋଳ। ଏହି ସହରର ତାପମାତ୍ରା ରହିଥିଲା ୩୯.୯ ଡିଗ୍ରୀ। ତା’ତଳକୁ ୩୮.୯ ଡିଗ୍ରୀ ସହ ଚାନ୍ଦବାଲି ରହିଛି ତୃତୀୟ ଉତ୍ତପ୍ତ ସହର।
ଅନ୍ୟପକ୍ଷରେ ସାରା ରାଜ୍ୟରେ ଲାଗି ରହିଥିବା ତାତି ସାମାନ୍ୟ କମିଛି। ବାଲେଶ୍ୱରରେ ତାପମାତ୍ରା ୩୬.୪ ଡିଗ୍ରୀ ରହିଥିବା ବେଳେ କଟକରେ ୩୭.୨,ପାରାଦ୍ୱୀପରେ ୩୩.୫, ଗୋପାଳପୁରରେ ୩୨.୯,ପୁରୀରେ ୩୪.୬, ବାରିପଦାରେ ୩୭, ଝାରସୁଗୁଡାରେ୩୮.୩, କେନ୍ଦୁଝରରେ୩୪, ସମ୍ୱଲପୁରରେ ୩୮.୪, ସୁନ୍ଦରଗଡରେ ୩୭.୫, ହୀରାକୁଦରେ ୩୭.୫, ତାଳଚେରରେ ୩୮,ଭବାନୀପାଟଣାରେ ୩୭.୨, କୋରାପୁଟରେ ୩୧.୨, ଫୁଲବାଣୀରେ ୩୩.୪ ,ସୋନୁପର ୩୮.୪, ଢେଙ୍କାନାଳରେ ୩୭.୭, ମାଲକାନଗିରିରେ ୩୮ ଓ ଟିଟିଲାଗଡରେ ୩୫.୫ ଡିଗ୍ରୀ ରହିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ପ୍ଲାଷ୍ଟିକ୍ ବିରୋଧରେ ବଡ଼ ଲଢେଇ; ମାଗଣାରେ ଯୋଗାଇ ଦିଆଯାଉଛି ଷ୍ଟିଲ୍ ପ୍ଲେଟ, ଗ୍ଲାସ୍
ପରିବେଶ ସୁରକ୍ଷା ପାଇଁ ନୂଆପଡା ଜିଲ୍ଲା ଖରିଆର ରୋଡ୍ର ୨୦ ଜଣ ଯୁବକ ଓ ଯୁବତୀ ମିଶି ଗଢ଼ିଛନ୍ତି ‘ପହଲ’ ଅନୁଷ୍ଠାନ। ଏହି ଅନୁଷ୍ଠାନ ପଲିଥିନ୍ ଓ ପ୍ଲାଷ୍ଟିକ ବିରୋଧରେ ଲଢ଼େଇ ଆରମ୍ଭ କରିଛି।
Weather
୩ ଦିନ ପରେ ବଢ଼ିବ ଶୀତ, କଲବଲ କରିବ ଘନ କୁହୁଡ଼ି!
ଶୀତ ପରେ ରାଜ୍ୟବାସୀଙ୍କୁ କୁହୁଡି କଲବଲ କରିବ। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।
Accident
ତଳକୁ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ୍ ତାର, ଉଠାଇବା ବେଳେ ୨ ଗୁରୁତର
ବିଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା । କୌଣସି ଅଘଟଣ ଆଶଙ୍କାରେ ତାହାକୁ ଉପରକୁ ଉଠାଇଥିଲେ ଧାନ କଟା ମେସିନ୍ର ଡ୍ରାଇଭର ଓ ହେଲପର ।
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।