ସାବଧାନ! ଏଣେ ତେଣେ ଚାର୍ଜ କରୁଛନ୍ତି କି ମୋବାଇଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣେ ତେଣେ ମୋବାଇଲ ଚାର୍ଜ କରୁଥିଲେ ସାବଧାନ। ହୋଇପାରନ୍ତି ସାଇବର୍‌ ଠକେଇର ଶିକାର। ଏଣେ ତେଣେ ମୋବାଇଲ ଫୋନ୍ ଚାର୍ଜ ନ କରିବାକୁ ପରାମର୍ଶ ଦେଲା ପୁଲିସ। ସର୍ବସାଧାରଣ ସ୍ଥାନରେ ମୋବାଇଲ୍ ଚାର୍ଜ ନକରିବାକୁ କହିଛି ପୁଲିସ। ଏ ନେଇ ଓଡ଼ିଶା ପୁଲିସ ପକ୍ଷରୁ ସତର୍କତା ଜାରି ହୋଇଛି। Don't charge your mobiles at public places like mobile charging station, USB power station etc. Cyber fraudsters are […]

Mobile Charging

Mobile Charging

Madhupriya Mistry
  • Published: Thursday, 15 September 2022
  • Updated: 15 September 2022, 01:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣେ ତେଣେ ମୋବାଇଲ ଚାର୍ଜ କରୁଥିଲେ ସାବଧାନ। ହୋଇପାରନ୍ତି ସାଇବର୍‌ ଠକେଇର ଶିକାର। ଏଣେ ତେଣେ ମୋବାଇଲ ଫୋନ୍ ଚାର୍ଜ ନ କରିବାକୁ ପରାମର୍ଶ ଦେଲା ପୁଲିସ। ସର୍ବସାଧାରଣ ସ୍ଥାନରେ ମୋବାଇଲ୍ ଚାର୍ଜ ନକରିବାକୁ କହିଛି ପୁଲିସ। ଏ ନେଇ ଓଡ଼ିଶା ପୁଲିସ ପକ୍ଷରୁ ସତର୍କତା ଜାରି ହୋଇଛି।

https://twitter.com/odisha_police/status/1570280130647588864?s=20&t=sdDrHFzzQhL8r9ZQFhkEbg

ସାଇବର ଠକଙ୍କ କବଳରୁ ବର୍ତ୍ତିବା ପାଇଁ ପରାମର୍ଶ ଦେଇଛି ପୁଲିସ। ସର୍ବସାଧାରଣ ସ୍ଥାନରେ ଥିବା ଚାର୍ଜିଂ ପଏଣ୍ଟରେ ମୋବାଇଲ ଚାର୍ଜ ନ କରିବାକୁ ପୁଲିସ ଲୋକଙ୍କୁ କହିଛି।  ଷ୍ଟେସନ କିମ୍ବା ୟୁଏସବି ପାୱାର ଷ୍ଟେସନରେ ମୋବଇଲ ଚାର୍ଜ ନକରିବାକୁ ଟ୍ୱିଟ କରି ସର୍ତକ କରାଇଛି ଓଡ଼ିଶା ପୁଲିସ।

ଏମିତି ଚାର୍ଜ କରିବା ଦ୍ୱାରା ସାଇବର ଠକ ମୋବାଇଲରୁ ବ୍ୟକ୍ତିଗତ ଡାଟା ଚୋରି କରି ନେଇଯିବା ସମ୍ଭାବନା ରହିଛି।  ମୋବାଇଲରେ ନିଷିଦ୍ଧ ଆପ୍ ଇନଷ୍ଟଲ କରି ସାଇବର ଠକ ସବୁ ଡାଟା ନେଇଯାଇପାରନ୍ତି ବୋଲି ଓଡ଼ିଶା ପୁଲିସ କହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story