ଡାକ୍ତର ମାନସ ଦାସଙ୍କୁ କିଏ ମାରିଲା ଗୁଳି? ୨୪ ଘଣ୍ଟା ପରେ ମଧ୍ୟ ପୁଲିସ ହାତ ଖାଲି

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାର ଜଣାଶୁଣା ଶିଶୁ ଡାକ୍ତର ମାନସ ଦାସଙ୍କୁ ଗୁଳିମାଡ଼ ପଛର କଣ ହୋଇପାରେ କାରଣ? ଘଟଣା ଘଟିବାର ୨୪ଘଣ୍ଟା ପରେ ମଧ୍ୟ କୌଣସି ଠୋସ୍ ନିଷ୍କର୍ସରେ ପହଞ୍ଚି ପାରିନି ଖୋର୍ଦ୍ଧା ପୁଲିସ। ହେଲେ ଅପରାଧୀଙ୍କ ପାଖରେ ପହଞ୍ଚିବା ପାଇଁ ପୁଲିସ ତନ୍ନ ତନ୍ନ କରି ଯାଞ୍ଚ କରୁଛି ସିସିଟିଭି। ଘଟଣାର ତଦନ୍ତ ପାଇଁ ୪ଟି ଟିମ୍ ଗଠନ କରାଯାଇଛି। ଗୋଟିଏ ଟିମ୍ ଭୁବନେଶ୍ୱରରେ ଡାକ୍ତରଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରୁଥିବା ବେଳେ ଅନ୍ୟ […]

a-youth-fireing-dr-manas-das-in-khurda1

a-youth-fireing-dr-manas-das-in-khurda1

Manoranjan Sial
  • Published: Monday, 16 December 2019
  • Updated: 16 December 2019, 08:11 PM IST

Sports

Latest News

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାର ଜଣାଶୁଣା ଶିଶୁ ଡାକ୍ତର ମାନସ ଦାସଙ୍କୁ ଗୁଳିମାଡ଼ ପଛର କଣ ହୋଇପାରେ କାରଣ? ଘଟଣା ଘଟିବାର ୨୪ଘଣ୍ଟା ପରେ ମଧ୍ୟ କୌଣସି ଠୋସ୍ ନିଷ୍କର୍ସରେ ପହଞ୍ଚି ପାରିନି ଖୋର୍ଦ୍ଧା ପୁଲିସ। ହେଲେ ଅପରାଧୀଙ୍କ ପାଖରେ ପହଞ୍ଚିବା ପାଇଁ ପୁଲିସ ତନ୍ନ ତନ୍ନ କରି ଯାଞ୍ଚ କରୁଛି ସିସିଟିଭି। ଘଟଣାର ତଦନ୍ତ ପାଇଁ ୪ଟି ଟିମ୍ ଗଠନ କରାଯାଇଛି। ଗୋଟିଏ ଟିମ୍ ଭୁବନେଶ୍ୱରରେ ଡାକ୍ତରଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରୁଥିବା ବେଳେ ଅନ୍ୟ ଟିମ୍ ନୟାଗଡ଼ ଓ ରଣପୁର ଜେଲ୍ ଯାଇ ପେଷାଦାର ଅପରାଧୀଙ୍କ ରେକର୍ଡ ଯାଞ୍ଚ କରୁଛି। ଆଉ ଗୋଟିଏ ଟିମ୍ ବ୍ରହ୍ମପୁରରେ ସୁପାରି କିଲଙ୍କ ସଂପର୍କରେ ତଥ୍ୟ ନେଉଥିବା ବେଳେ ଖୋର୍ଦ୍ଧାରେ ଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍ ସୁରାଗ୍ ଖୋଜୁଛି। ନିଜେ ଆଇଜି ପର୍ସୋନେଲ ସୌମେନ୍ଦ୍ର ପ୍ରିୟଦର୍ଶୀ ଘଟଣାସ୍ଥଳ ପରିଦର୍ଶନ କରି ଖୁବ୍‌ଶୀଘ୍ର ଘଟଣାର ପର୍ଦ୍ଦାଫାସ୍ ହେବା ନେଇ ଆଶା ରଖିଛନ୍ତି।

ରବିବାର ସନ୍ଧ୍ୟା ବେଳେ ଡାକ୍ତର ଦାସ କ୍ଲିନିକ୍‌ରେ ବସିଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତ କ୍ୟାବିନରେ ପଶି ଡାକ୍ତରଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ଡାକ୍ତରଙ୍କ ଛାତି ଓ ଅନ୍ୟଟି ତଳିପେଟରେ ବାଜିଥିଲା। ଗୁଳିଶବ୍ଦ ଶୁଣି ହଠାତ୍ ଧାଇଁ ଆସିଥିଲେ ପାଖରେ ମେଡିସିନ୍ ଦୋକାନରେ ବସିଥିବା ଡାକ୍ତରଙ୍କ ସହଯୋଗୀ କୃଷ୍ଣଚନ୍ଦ୍ର ସାହୁ। ବିରୋଧ କରିବାକୁ ତାଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲା ଦୁର୍ବୃତ୍ତ। ଉଭୟଙ୍କୁ ଗୁରୁତର ଅସ୍ଥାରେ ଭୁବନେଶ୍ୱରରେ ଏକ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଏବେ ଡାକ୍ତର ମାନସ ଦାସଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଚିକିତ୍ସା ଚାଲିଥିବା ବେଳେ ବିଳମ୍ବିତ ରାତିରେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଛି।

ଏହି ଗୁଳିକାଣ୍ଡ ଘଟଣା ପ୍ରତିବାଦରେ ଆଜି ଖୋର୍ଦ୍ଧା ସହରର ସମସ୍ତ ମେଡିକାଲ ଷ୍ଟୋର ବନ୍ଦ ରହିଥିବା ବେଳେ ଶୀଘ୍ର ଆସାମୀଙ୍କୁ ଧରାନଗଲେ ୧୮ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟକୁ ଓହ୍ଲାଇବାକୁ ଧମକ ଦେଇଛି ଖୋର୍ଦ୍ଧା ଔଷଧ ବ୍ୟବସାୟୀ ସଂଘ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story