ଆମ ଲଭ୍‌ ଲେଟରକୁ ଅପେକ୍ଷା କରନି: ସିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆମ ଲଭ୍‌ ଲେଟରକୁ ଅପେକ୍ଷା କରନ୍ତୁ ନାହିଁ । ବିନା ଜରିମାନାରେ ଖସିଯିବି ବୋଲି ଭାବୁଥିବା ଲୋକ ୨୦୨୧ରୁ ଆଉ ବର୍ତ୍ତି ପାରିବେ ନାହିଁ । ପ୍ରତିଦିନ ସିସିଟିଭିରୁ କଟାଯାଉଛି ୩୫୦ ଚାଲାଣ । ଦିନକୁ ଗୋଟିଏ ଲୋକର ୫ ଥର ଚାଲାଣ କଟାଯାଉଛି । ଗତବର୍ଷ କଟକ-ଭୁବନେଶ୍ବରରୁ ଆଦାୟ ହୋଇଛି ୨୫ କୋଟି ଟଙ୍କା ଜରିମାନା । ଟ୍ରାଫିକ ନିୟମ ଉଲ୍ଲଂଘନକୁ ନେଇ ଆଜି ଏମିତି କହିଛନ୍ତି ଭୁବନେଶ୍ୱର-କଟକର ପୁଲିସ୍‌ କମିଶନର  ଡକ୍ଟର […]

890

890

Tapas Behera
  • Published: Wednesday, 17 February 2021
  • Updated: 17 February 2021, 04:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆମ ଲଭ୍‌ ଲେଟରକୁ ଅପେକ୍ଷା କରନ୍ତୁ ନାହିଁ । ବିନା ଜରିମାନାରେ ଖସିଯିବି ବୋଲି ଭାବୁଥିବା ଲୋକ ୨୦୨୧ରୁ ଆଉ ବର୍ତ୍ତି ପାରିବେ ନାହିଁ । ପ୍ରତିଦିନ ସିସିଟିଭିରୁ କଟାଯାଉଛି ୩୫୦ ଚାଲାଣ । ଦିନକୁ ଗୋଟିଏ ଲୋକର ୫ ଥର ଚାଲାଣ କଟାଯାଉଛି । ଗତବର୍ଷ କଟକ-ଭୁବନେଶ୍ବରରୁ ଆଦାୟ ହୋଇଛି ୨୫ କୋଟି ଟଙ୍କା ଜରିମାନା । ଟ୍ରାଫିକ ନିୟମ ଉଲ୍ଲଂଘନକୁ ନେଇ ଆଜି ଏମିତି କହିଛନ୍ତି ଭୁବନେଶ୍ୱର-କଟକର ପୁଲିସ୍‌ କମିଶନର  ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।

https://youtu.be/Cna6FZeE7tc

ସେ କହିଛନ୍ତି ଯେ, ଦୁର୍ଘଟଣା କାହାକୁ ଜଣାଇ ଆସେ ନାହିଁ।  ନିମିଷକେ ଦୁର୍ଘଟଣା ହୋଇ ଯାଏ।  ଆଗକୁ ଟ୍ରାଫିକ୍‌ ନିୟମ ମାନିବାକୁ କଡ଼ାକଡ଼ି କରି ଦିଆଯିବ। ଗତ ବର୍ଷ ଆଇନ ପରିବର୍ତ୍ତନ ହେବା ପରେ କେବଳ କଟକ-ଭୁବନେଶ୍ୱରରୁ ୨୫ କୋଟି ଟଙ୍କା ଜରିମାନା ଆଦାୟ କରାଯାଇଛି। ତଥାପି ଲୋକଙ୍କ ମନରେ ଚେତା ପଶୁ ନାହିଁ। ଅପେକ୍ଷା କରିଛନ୍ତି ମୋତେ କେଉଁଦିନ ମାମୁ ଧରିବ ପ୍ରେମ ପତ୍ରଟିଏ ଦେବ। ସେ କହିଛନ୍ତି ଯେ, ଆମ ଲଭ ଲେଟରକୁ ଅପେକ୍ଷା କରନ୍ତୁ ନାହିଁ।

ପ୍ରତ୍ୟେକ ଦିନ ଆମେ ସିସିଟିଭି ଦେଖି ୩୫୦ଟି ଚାଲାଣ କାଢ଼ୁଛି। ଆଗକୁ ଏହି ସଂଖ୍ୟା ବଢ଼ିବ। ପୁଲିସ ନଜଗିଲେ ବି କ୍ୟାମେରା ଦେଖୁଛି। ଘରକୁ ଲଭ ଲେଟରଟିଏ ଯିବ। ଯିଏ ବାହାଦୁରୀ ଦେଖାଇବ। ଘରେ ପହଞ୍ଚିଲା ବେଳକୁ ୨-୩ଟି ଛିଠି ପହଞ୍ଚି ଥିବ। ସମାନ ଲୋକଙ୍କୁ ୫ ଥର ଜରିମାନା ପଡ଼ିପାରେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story