ଅବସରପ୍ରାପ୍ତ ପୁଲିସ୍ ଅଧିକାରୀ ଓ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା

ଜୟପୁର (ଟି.ଗୌରୀ ଶଙ୍କର): ଜୟପୁରରେ ଡବଲ୍‌ ମର୍ଡର। କୋରାପୁଟ ଜିଲ୍ଲା ଜୟପୁରର ଜୟନଗର ଛକରେ ଥିବା ଏକ ବନ୍ଦ ଘରୁ ଏକ ଦମ୍ପତିଙ୍କ ମୃତଦେହକୁ ପୁଲିସ୍‌ ଉଦ୍ଧାର କରିଛି। ମୃତକମାନେ ହେଲେ ଅବସରପ୍ରାପ୍ତ ପୁଲିସ୍‌ ଅଧିକାରୀ ସେଖ୍ ରହେମାନ୍‌ ଓ ତାଙ୍କ ପତ୍ନୀ। ସେମାନଙ୍କ ଶରୀରରେ କ୍ଷତ ଚିହ୍ନ ଥିବା ସୂଚନା ମିଳିଛି। ଆଜି ସକାଳେ ରହେମାନ୍‌ଙ୍କ ପୁଅ ଘରର କବାଟ ବାଡ଼େଇଥିଲେ। ହେଲେ କେହି କବାଟ ଖୋଲି ନ ଥିଲେ। ଫଳରେ ସେ ବାଡ଼ି ପଛପଟ […]

diedperson

diedperson

Jitendra Garnayak
  • Published: Saturday, 09 March 2019
  • Updated: 09 March 2019, 01:28 PM IST

Sports

Latest News

ଜୟପୁର (ଟି.ଗୌରୀ ଶଙ୍କର): ଜୟପୁରରେ ଡବଲ୍‌ ମର୍ଡର। କୋରାପୁଟ ଜିଲ୍ଲା ଜୟପୁରର ଜୟନଗର ଛକରେ ଥିବା ଏକ ବନ୍ଦ ଘରୁ ଏକ ଦମ୍ପତିଙ୍କ ମୃତଦେହକୁ ପୁଲିସ୍‌ ଉଦ୍ଧାର କରିଛି।

ମୃତକମାନେ ହେଲେ ଅବସରପ୍ରାପ୍ତ ପୁଲିସ୍‌ ଅଧିକାରୀ ସେଖ୍ ରହେମାନ୍‌ ଓ ତାଙ୍କ ପତ୍ନୀ। ସେମାନଙ୍କ ଶରୀରରେ କ୍ଷତ ଚିହ୍ନ ଥିବା ସୂଚନା ମିଳିଛି।

ଆଜି ସକାଳେ ରହେମାନ୍‌ଙ୍କ ପୁଅ ଘରର କବାଟ ବାଡ଼େଇଥିଲେ। ହେଲେ କେହି କବାଟ ଖୋଲି ନ ଥିଲେ। ଫଳରେ ସେ ବାଡ଼ି ପଛପଟ ଦ୍ୱାର ଦେଇ ଘର ଭିତରେ ପ୍ରବେଶ କରିଥିଲେ। ସେଠାରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ପୁଲିସ୍‌କୁ ଖବର ଦେଇଥିଲେ। ଚୋରି କରିବା ଉଦ୍ଦ୍ୟେଶରେ ଏହି ହତ୍ୟାକାଣ୍ଡ ଘଟିଥିବା ରହେମାନ୍‌ଙ୍କ ପୁଅ ଅଭିଯୋଗ କରିଥିଲେ।

[caption id="attachment_350102" align="aligncenter" width="750"]police ଘଟଣାସ୍ଥଳରେ ପୁଲିସ୍‌[/caption]

ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ୍‌ ସ୍ପଷ୍ଟ କରିଛି। ଏହି ଘଟଣାରେ ସମ୍ପୃକ୍ତି ସନ୍ଦେହରେ ରହେମାନ୍‌ଙ୍କ ପୁଅଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି।

ଘଟଣାସ୍ଥଳରୁ ଏକ ରକ୍ତଲଗା ଟାଙ୍ଗିଆ ଜବତ କରାଯାଇଛି। ଏହି ଟାଙ୍ଗିଆରେ ହିଁ ଉଭୟଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।
ଏହି ଘଟଣାରେ ୨ଟି ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଥିବା କୋରାପୁଟ୍ ଏଏସ୍‌ପି କହିଛନ୍ତି।

ରିପୋର୍ଟ ଲେଖାଯିବା ସୁଦ୍ଧା ମୃତଦେହକୁ ଘରୁ ବାହାରକୁ ଅଣାଯାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story