ଡିପିସିଏଲ୍‌ରେ ଅଗ୍ନିକାଣ୍ଡ

Ordigital Desk
  • Published: Friday, 23 February 2018
  • , Updated: 23 February 2018, 11:37 AM IST
<p>ଭଦ୍ରକ(ଓଡ଼ିଶା ରିପୋର୍ଟର):ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଡିପିସିଏଲ୍&zwnj;(ଧାମରା ପୋର୍ଟ କମ୍ପାନୀ ଲିମିଟେଡ୍&zwnj;)ର କୋଇଲା ଅନଲୋଡିଂ ବେଲ୍ଟରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ବହୁ ପରିମାଣରେ କୋଇଲା ସହ ସେଠାରେ ଥିବା କିଛି ମେସିନ୍ ପୋଡ଼ି ଯାଇଛି। ଧାମରା ଦମକଳ କେନ୍ଦ୍ରର ୨ଟି ଗାଡ଼ି ସହ କମ୍ପାନୀ କର୍ମଚାରୀଙ୍କ ଉଦ୍ୟମରେ ନିଆଁକୁ ଆୟତ କରାଯାଇଛି।<br /> ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ନୂଆକରି ନିର୍ମାଣ ହୋଇଥିବା ଏହି କୋଇଲା ବେଲ୍ଟରେ ଜାହାଜରୁ ଆସି କୋଇଲା ଗଚ୍ଛିତ ହୋଇ ରହିଥାଏ।</p>

Related story