ଶତ୍ରୁରାଷ୍ଟ୍ରକୁ କେମିତି ତଥ୍ୟ ଲିକ୍ କରୁଥିଲେ ? ତନାଘନା କରିବ NIA

ବାଲେଶ୍ୱର(ଓଡ଼ିଶା ରିପୋର୍ଟର) ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍‌ର ରହସ୍ୟ ଭେଦିବ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି NIA । ଏଥିପାଇଁ ଆଜି ୨ ଜଣିଆ ଟିମ୍ ପହଞ୍ଚିଛି ବାଲେଶ୍ୱରରେ । ଶତ୍ରୁରାଷ୍ଟ୍ରକୁ କେମିତି ତଥ୍ୟ ଲିକ୍ କରୁଥିଲେ ଗିରଫ ୫ ଜଣ ? କେଉଁ ସବୁ ତଥ୍ୟ ପ୍ରଘଟ କରିଛନ୍ତି ଏମାନେ ? ଏସବୁ ଦିଗକୁ ଧରି NIA ସତ ଉଗାଳିବ । ତାହାରି ଭିତରେ ଆଜି ITRର ଜଣେ ଡ୍ରାଇଭର ଗିରଫ ପରେ ମାମଲା ଆହୁରି […]

NIA

NIA

Tapas Behera
  • Published: Thursday, 16 September 2021
  • Updated: 16 September 2021, 08:30 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର) ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍‌ର ରହସ୍ୟ ଭେଦିବ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି NIA । ଏଥିପାଇଁ ଆଜି ୨ ଜଣିଆ ଟିମ୍ ପହଞ୍ଚିଛି ବାଲେଶ୍ୱରରେ । ଶତ୍ରୁରାଷ୍ଟ୍ରକୁ କେମିତି ତଥ୍ୟ ଲିକ୍ କରୁଥିଲେ ଗିରଫ ୫ ଜଣ ? କେଉଁ ସବୁ ତଥ୍ୟ ପ୍ରଘଟ କରିଛନ୍ତି ଏମାନେ ? ଏସବୁ ଦିଗକୁ ଧରି NIA ସତ ଉଗାଳିବ । ତାହାରି ଭିତରେ ଆଜି ITRର ଜଣେ ଡ୍ରାଇଭର ଗିରଫ ପରେ ମାମଲା ଆହୁରି ଜଟିଳ ହୋଇପଡ଼ିଛି । ସଂପୃକ୍ତ ଡ୍ରାଇଭର କ୍ୟାମ୍ପସ ଭିତରେ ରହି ହନିଟ୍ରାପ୍ର ଶିକାର ୪ ଅଭିଯୁକ୍ତଙ୍କୁ ତଥ୍ୟ ଯୋଗାଉଥିବା ଆଶଙ୍କା କରାଯାଉଛି। ତେଣୁ ଆଶା କରାଯାଉଛି, ଗୁପ୍ତ ତଥ୍ୟ ଲିକ୍ ପଛର ଫିଟିବ ମାଷ୍ଟରମାଇଣ୍ଡର ଅସଲ ଚେହେରା

ବାଲେଶ୍ୱର ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ ITR ତଥ୍ୟ ଲିକ୍ର ହେବ କି ମହାଖୁଲାସା ? ହନିଟ୍ରାପ୍ ଏବଂ ମନିଟ୍ରାପ୍ର ଶିକାର ହୋଇ ଶତ୍ରୁରାଷ୍ଟ୍ର ସହ ଗୁପ୍ତ ତଥ୍ୟର ସଉଦା କରୁଥିବା ମାଷ୍ଟରମାଇଣ୍ଡର ଖୋଲିବ କି ଅସଲ ମୁଖା ? ଗ୍ରାଉଣ୍ଡ ଜିରୋରେ ପହଞ୍ଚିଲା ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି-NIA। ଏହି ସଂସ୍ଥାର ୨ ଜଣିଆ ଟିମ୍ ଆଜି ବାଲେଶ୍ୱରରେ ପହଞ୍ଚି ଆରମ୍ଭ କରିଛନ୍ତି ଖୋଳତାଡ଼। କାରଣ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ, ନୂଆ ନୂଆ ଚେହେରା ।

ହନିଟ୍ରାପରେ ପଡ଼ି ହେଉ କି ମନିଟ୍ରାପରେ ପଡ଼ି । ଶତ୍ରୁରାଷ୍ଟ୍ର ଆଗରେ ନିଜ ଇମାନ୍ଦାରୀ ସହ ଦେଶର ଗୁପ୍ତ ତଥ୍ୟ ବିକିଦେଇଥିବା ଆଶଙ୍କାରେ ବନ୍ଧା ହେଲେଣି ୫ ଜଣ । ସେମାନେ ହେଲେ AC ଅପରେଟର୍ ବସନ୍ତ ବେହେରା ଓ ଶେଖ୍ ମୁଶାଫିର, ମେନଗେଟ୍ କିପର୍ ତାପସ ରଞ୍ଜନ ନାୟକ, ଡିଜି ଅପରେଟର୍ ହେମନ୍ତ କୁମାର ମିସ୍ତ୍ରୀ ଏବଂ ପ୍ରାୟ ୭ ବର୍ଷ ଧରି ଡ୍ରାଇଭର ଭାବେ ନିଯୁକ୍ତି ପାଇଥିବା ସଚିନ୍ କୁମାର ଛତ୍ତା । ସଚିନ୍ ସ୍ଥାୟୀ କର୍ମଚାରୀ ହୋଇଥିବାରୁ ଏବେ ଚିନ୍ତା ବଢ଼ିଛି । କାରଣ ଅଫିସରଙ୍କ ଡ୍ରାଇଭର ହୋଇଥିବାରୁ ସଚିନ୍ ରହୁଥିଲା କ୍ୟାମ୍ପସ୍ ଭିତରେ । ସଚିନ୍ ପ୍ରତି ହୁଏତ କଟକଣା ନଥିବ ITR ପରିସରରେ । ତେଣୁ ଗିରଫ ୪ ଅଭିଯୁକ୍ତ ସଚିନ୍ ମାଧ୍ୟମରେ ହୁଏତ ଗୋପନୀୟ ତଥ୍ୟ ହାସଲ କରି ଶତ୍ରୁପକ୍ଷଙ୍କୁ ଲିକ୍ କରିଥାଇପାରନ୍ତି । ଯଦି ଏହା ସତ ତାହେଲେ କାହାକୁ ହାତ କରି ତଥ୍ୟ ହାସଲ କରୁଥିଲା ସଚିନ୍ ? ଏହି କାଣ୍ଡ ପଛରେ ଅଛନ୍ତି କି ITRର କୌଣସି ବଡ଼ ହସ୍ତୀ ? ଏଭଳି ଆଶଙ୍କାକୁ ଧରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ତାରି ଭିତରେ ଆଜି NIAର ୨ ଜଣିଆ ଟିମ୍ ପହଞ୍ଚି ଖୋଳତାଡ଼ କରୁଛନ୍ତି।

ଚାନ୍ଦିପୁର ITRର ଠିକା ଫଟୋଗ୍ରାଫର ଈଶ୍ୱର ବେହେରା ବି ଏଭଳି ଗୁପ୍ତଚର ସାଜି ୨୦୧୫ରେ ବନ୍ଧା ହୋଇ ଆଜୀବନ ସଜା କାଟୁଛି।  ସେହି ସମୟରେ ବି ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ  । ଆଉ ୬ ବର୍ଷ ପରେ ପୁଣି ରିପିଟ୍ ହୋଇଛି ଦେଶର ସୁରକ୍ଷା ବିରୋଧୀ ଷଡ଼ଯନ୍ତ୍ର । ତାପୁଣି ତଳତଳିଆ କର୍ମଚାରୀଙ୍କ ସିଧାସଳଖ ସଂପୃକ୍ତି । ଏଠି ପ୍ରଶ୍ନ, ଏମାନଙ୍କ ଉପରେ କାହିଁକି ରହୁନି କଡ଼ା ନଜର ? କେତେଦୂର ଯାଏଁ ବ୍ୟାପିଛି ଏହି ତଥ୍ୟ ପ୍ରଘଟକାରୀଙ୍କ ନେଟୱର୍କ ? ପ୍ରତିରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ITR ଭଳି ଅତି ସ୍ପର୍ଶକାତର ଅଞ୍ଚଳର ଗୁପ୍ତ ତଥ୍ୟ କେମିତି ହେଉଛି ଲିକ୍ ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story