ଡିଆରଡିଓର ବୋମା ପରୀକ୍ଷଣ ସଫଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତିରକ୍ଷା ଗବେଷଣା ଏବଂ ପ୍ରତିରକ୍ଷା ସଙ୍ଗଠନ (ଡିଆରଡିଓ) ସଫଳତାର ସହ ଏକ ୫୦୦ କେଜି ବର୍ଗର ଇନର୍ସିଆଲ ଦିଗ ନିର୍ଦ୍ଦେଶିତ ବୋମାକୁ ସୁ-୩୦ ଏମକେଆଇ ବାୟୁଯାନରୁ ଆକାଶ ମାର୍ଗରେ ରାଜସ୍ଥାନର ପୋଖରାନ ପରୀକ୍ଷଣ ରେଞ୍ଜରୁ ପରୀକ୍ଷଣ କରିଛି। ଏହି ବୋମା ସଠିକ ଦିଗରେ ଗତି କରି ସଠିକ ଢ଼ଙ୍ଗରେ ଲକ୍ଷ୍ୟ ଭେଦ କରିଥିଲା। ପରୀକ୍ଷଣର ସମସ୍ତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ହୋଇଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି। ଯୁଦ୍ଧ ସମୟରେ ଏହି ଯୁଦ୍ଧାସ୍ତ୍ରକୁ […]

drdo-tests-a-lethal-bomb-successfully-in-pokhran

Manoranjan Sial
  • Published: Friday, 24 May 2019
  • , Updated: 24 May 2019, 07:44 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତିରକ୍ଷା ଗବେଷଣା ଏବଂ ପ୍ରତିରକ୍ଷା ସଙ୍ଗଠନ (ଡିଆରଡିଓ) ସଫଳତାର ସହ ଏକ ୫୦୦ କେଜି ବର୍ଗର ଇନର୍ସିଆଲ ଦିଗ ନିର୍ଦ୍ଦେଶିତ ବୋମାକୁ ସୁ-୩୦ ଏମକେଆଇ ବାୟୁଯାନରୁ ଆକାଶ ମାର୍ଗରେ ରାଜସ୍ଥାନର ପୋଖରାନ ପରୀକ୍ଷଣ ରେଞ୍ଜରୁ ପରୀକ୍ଷଣ କରିଛି।

ଏହି ବୋମା ସଠିକ ଦିଗରେ ଗତି କରି ସଠିକ ଢ଼ଙ୍ଗରେ ଲକ୍ଷ୍ୟ ଭେଦ କରିଥିଲା। ପରୀକ୍ଷଣର ସମସ୍ତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ହୋଇଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି। ଯୁଦ୍ଧ ସମୟରେ ଏହି ଯୁଦ୍ଧାସ୍ତ୍ରକୁ ପ୍ରଭାବଶାଳୀ ଢଙ୍ଗରେ ଉପଯୋଗ କରାଯାଇ ପାରିବ।

Related story