ପ୍ୟାକେଟରେ ଦାମୀ କମ୍ପାନୀର ନାଁ, ଭିତରେ ନକଲି

<p>ମାଲକାନଗିରି(ଓଡିଶା ରିପୋର୍ଟର): ପ୍ଲାଷ୍ଟିକ ଚାଉଳ, ଚିନି ଏବଂ ଅଣ୍ଡା ପରେ ଏବେ ସାମନାକୁ ଆସିଛି ପ୍ଲାଷ୍ଟିକ ଅଟା । ମାର୍କେଟରେ ଏଭଳି ନକଲି ଅଟା ମିଳୁଛି। ଯାହାକୁ ଚକଟିଲେ ରବର ଭଳି ହୋଇଯାଉଛି ଅଟା ଚକଟା। ଏକ ନାମିଦାମୀ କମ୍ପାନୀ ବ୍ରାଣ୍ଡର ଜରିକୁ ବ୍ୟବହାର କରି ଏହି ପ୍ୟକେଟରେ ନକଲି ଅଟା ପୁରାଇ ବିକ୍ରି କରାଯାଉଛି।</p> <p>ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ଗଣ୍ଡିଆଗୁଡାରେ । ଅଭିଯୋଗ ଅନୁସାରେ ଗାଁର ଚିନ୍ମୟୀ ନାଥ ନାମକ ଜଣେ ମହିଳା ନିକଟସ୍ଥ ଦୋକାନରୁ ଅଟା କିଣି ଆଣି ରୁଟି କରିଥିଲେ । ତେବେ ଅଟାକୁ ଚକଟିବା ପରେ ରବର ଭଳି ଲମ୍ବୁଥିବା ଦେଖିବାକୁ ମିଳିଥିଲା&nbsp; ପରେ ଅଟାକୁ ନିଆଁରେ ପୋଡିବା ପରେ ସେଥିରୁ ପ୍ଲାଷ୍ଟିକ ଭଳି ଦୁର୍ଗନ୍ଧ ବାହାରିଥିଲା । ପରେ ଏହି ନକଲି ଅଟାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।</p>

Ordigital Desk
  • Published: Sunday, 21 January 2018
  • Updated: 21 January 2018, 06:49 PM IST
<p>ମାଲକାନଗିରି(ଓଡିଶା ରିପୋର୍ଟର): ପ୍ଲାଷ୍ଟିକ ଚାଉଳ, ଚିନି ଏବଂ ଅଣ୍ଡା ପରେ ଏବେ ସାମନାକୁ ଆସିଛି ପ୍ଲାଷ୍ଟିକ ଅଟା । ମାର୍କେଟରେ ଏଭଳି ନକଲି ଅଟା ମିଳୁଛି। ଯାହାକୁ ଚକଟିଲେ ରବର ଭଳି ହୋଇଯାଉଛି ଅଟା ଚକଟା। ଏକ ନାମିଦାମୀ କମ୍ପାନୀ ବ୍ରାଣ୍ଡର ଜରିକୁ ବ୍ୟବହାର କରି ଏହି ପ୍ୟକେଟରେ ନକଲି ଅଟା ପୁରାଇ ବିକ୍ରି କରାଯାଉଛି।</p><p>ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ଗଣ୍ଡିଆଗୁଡାରେ । ଅଭିଯୋଗ ଅନୁସାରେ ଗାଁର ଚିନ୍ମୟୀ ନାଥ ନାମକ ଜଣେ ମହିଳା ନିକଟସ୍ଥ ଦୋକାନରୁ ଅଟା କିଣି ଆଣି ରୁଟି କରିଥିଲେ । ତେବେ ଅଟାକୁ ଚକଟିବା ପରେ ରବର ଭଳି ଲମ୍ବୁଥିବା ଦେଖିବାକୁ ମିଳିଥିଲା&nbsp; ପରେ ଅଟାକୁ ନିଆଁରେ ପୋଡିବା ପରେ ସେଥିରୁ ପ୍ଲାଷ୍ଟିକ ଭଳି ଦୁର୍ଗନ୍ଧ ବାହାରିଥିଲା । ପରେ ଏହି ନକଲି ଅଟାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos