ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି। ରାଜ୍ୟ ସରକାର ତାଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଇଛନ୍ତି। ସେମାନଙ୍କ ମହଙ୍ଗା ଭତ୍ତାକୁ ୨% ବଢ଼ାଇଛନ୍ତି ସରକାର। ଏହା ସହିତ ମୋଟ ମହଙ୍ଗା ଭତ୍ତାର ପରିମାଣ ୯ ପ୍ରତିଶତରେ ପହଞ୍ଚିଛି।
ବର୍ଦ୍ଧିତ ଭତ୍ତା ୨୦୧୮ ଜୁଲାଇ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ।
ଏହା ଦ୍ୱାରା ଉଭୟ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀ ଉପକୃତ ହେବେ। ୱାର୍କ ଚାର୍ଜ କର୍ମଚାରୀ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଶିକ୍ଷକ କର୍ମଚାରୀ ବି ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଟ୍ରାଙ୍କୁଲାଇଜ୍ ପରେ ଜନ୍ତାରେ ବାଘୁଣୀ ‘ଜିନ୍ନତ’
ଆଜି କିନ୍ତୁ ସୁଯୋଗ ମିଳିଥିଲା। ଅପରାହ୍ନ ପ୍ରାୟ ୪ଟା ବେଳେ ବନ ବିଭାଗ ‘ଜିନ୍ନତ’କୁ ଟ୍ରାଙ୍କୁଲାଇଜ୍ କରିବାରେ ସକ୍ଷମ ହୋଇଥିଲା। ଟ୍ରାଙ୍କୁଲାଇଜ୍ ପରେ ଜିନ୍ନତ ପଶ୍ଚିମବଙ୍ଗର ଆଲିପୁର ଚିଡିଆଖାନାକୁ ନିଆଯାଇଛି। ସେଠାରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।
Politics
OCA ସଭାପତି ପଦରୁ ବବି ଦାସଙ୍କ ଇସ୍ତଫା
ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, ୪୫ ଦିନ ଭିତରେ ନୂଆ ସଭାପତି ନିର୍ବାଚନ ହେବ। ନିର୍ବାଚନ ପର୍ଯ୍ୟନ୍ତ ଉପସଭାପତି ପଙ୍କଜ ଲୋଚନ ମହାନ୍ତି ଦାୟିତ୍ୱ ସମ୍ଭାଳିବେ। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ସଭାପତି ପଦକୁ ଆସିଥିଲେ।
Entertainment
ସାହୁ ଭାଉଜଙ୍କ ନିଆଁ ଲଗା ଡ୍ୟାନ୍ସ, ମୁରୁକି ହସିଲେ ଥାନାବାବୁ!
ଭାଉଜଙ୍କ ଏ ଡ୍ୟାନ୍ସରେ ତଡ଼କା ଦେବା ପାଇଁ ଥାନାବାବୁଙ୍କ ପାଖରେ ବସିଥିବା ଜଣେ ବ୍ୟକ୍ତି ପାଣି ବୋତଲ ଦେଇଥିଲେ। ଆଉ ସାହୁ ଭାଉଜ ସେହି ପାଣି ବୋତଲକୁ ନେଇ ନିଜ ଦେହରେ ଢାଳି ଦୋହଲି ଥିଲେ। ସାହୁ ଭାଉଜଙ୍କ ସେହି ଡ୍ୟାନ୍ସ ଦେଖି ମୁରୁକି ହସୁଥିଲେ ଥାନାବାବୁ।
Crime
ବଗିଚାରେ କାମ କରୁଥିବା ବେଳେ କଏଦୀ ଚମ୍ପଟ, କାଟୁଥିଲେ ଆଜୀବନ ସଜା
ଗତକାଲି ବଗିଚା କାମରେ ନିୟୋଜିତ ହୋଇଥିବା ବେଳେ ପରେଶ ଚମ୍ପଟ ମାରିଥିବା ଜଣାପଡ଼ିଛି।
Accident
ମହୁମାଛି ଆକ୍ରମଣରେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ
ସ୍ଥାନୀୟ ଲୋକେ ବିଶ୍ୱନାଥଙ୍କୁ ଉଦ୍ଧାର କରି ତୁରନ୍ତ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।