ଶାରଦୀୟ ଦୁର୍ଗା ପୂଜା: ବର୍ଷା ଛାଡ଼ିବା ପରେ ଜୋରସୋରରେ ଚାଲିଛି ତୋରଣ କାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା  ଷଷ୍ଠୀରୁ ପୂଜା ଆରମ୍ଭ ହେବାକୁ ଥିବା ବେଳେ, ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି  । କଟକରେ ମା’ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମାଙ୍କ ତିଆରି ଶେଷ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ସାଜସଜା କାମ ଜୋରସୋରରେ ଚାଲିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ଚଳିତବର୍ଷ ପ୍ରାୟ ୧୭୦ରୁ ଅଧିକ ମଣ୍ଡପରେ ମା’ ଦୁର୍ଗା ପୂଜା ପାଇବେ ।  ଏଥର ରସୁଲଗଡ଼ ପୂଜା ମଣ୍ଡପର ମୁଖ୍ୟ ଆକର୍ଷଣ ରହିବ […]

puja

Tapas Behera
  • Published: Saturday, 13 October 2018
  • , Updated: 13 October 2018, 07:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା  ଷଷ୍ଠୀରୁ ପୂଜା ଆରମ୍ଭ ହେବାକୁ ଥିବା ବେଳେ, ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି  । କଟକରେ ମା’ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମାଙ୍କ ତିଆରି ଶେଷ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ସାଜସଜା କାମ ଜୋରସୋରରେ ଚାଲିଛି ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ଚଳିତବର୍ଷ ପ୍ରାୟ ୧୭୦ରୁ ଅଧିକ ମଣ୍ଡପରେ ମା’ ଦୁର୍ଗା ପୂଜା ପାଇବେ ।  ଏଥର ରସୁଲଗଡ଼ ପୂଜା ମଣ୍ଡପର ମୁଖ୍ୟ ଆକର୍ଷଣ ରହିବ ରାଜସ୍ଥାନର ଅଲବର୍ଟ ହଲ୍ ଆକୃତି ତୋରଣ।

ତେବେ ଚଳିତ ବର୍ଷ ତିତ୍‌ଲି ପ୍ରଭାବରେ ହୋଇଥିବା ବର୍ଷା ତୋରଣ ନିର୍ମାଣରେ ସାମାନ୍ୟ ବାଧକ ସାଜିଥିଲା । ମଝିରେ ଦୁଇଦିନ କାମ ବନ୍ଦ ରହିବା ପରେ ଏବେ ଜୋରସୋରରେ କାରିଗରମାନେ ନିର୍ମାଣ କାମରେ ଲାଗିଛନ୍ତି।

Related story