ରାଜନୀତିରେ ଦୌଡ଼ିବେ ଦୌଡ଼ରାଣୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜନୀତିରେ ଯୋଗ ଦେବେ ଆଥ୍‌ଲେଟ ଦୂତୀ ଚାନ୍ଦ୍। ଦୂତୀ ଆଜି କରିଥିବା ଏକ ଟ୍ୱିଟ୍‌ ପରେ ଏହି ଚର୍ଚ୍ଚା ଜୋର୍ ଧରିଛି । ଏହି ଟ୍ୱିଟ୍‌ରେ ସେ ଲେଖିଛନ୍ତି ଯେ, ପିଲାଦିନରୁ ହିଁ ରାଜନୀତିରେ ମିଶିବା ପାଇଁ ତାଙ୍କର ଇଛା ଥିଲା । ତାଙ୍କ ପରିବାର ତୃଣମୂଳ ସ୍ତରରେ ରାଜନୀତି ସହ ଜଡ଼ିତ ରହିଛି। ଏପରିକି ତାଙ୍କ ମା’ ସରପଞ୍ଚ ହୋଇଥିବା ସେ ଉଲ୍ଲେଖ କରିଛନ୍ତି। ଏହି ଟ୍ୱିଟ୍‌କୁ ନେଇ ଚର୍ଚ୍ଚା ହେବା ପରେ […]

dutee1

dutee1

Tapas Behera
  • Published: Monday, 23 September 2019
  • Updated: 23 September 2019, 05:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜନୀତିରେ ଯୋଗ ଦେବେ ଆଥ୍‌ଲେଟ ଦୂତୀ ଚାନ୍ଦ୍। ଦୂତୀ ଆଜି କରିଥିବା ଏକ ଟ୍ୱିଟ୍‌ ପରେ ଏହି ଚର୍ଚ୍ଚା ଜୋର୍ ଧରିଛି । ଏହି ଟ୍ୱିଟ୍‌ରେ ସେ ଲେଖିଛନ୍ତି ଯେ, ପିଲାଦିନରୁ ହିଁ ରାଜନୀତିରେ ମିଶିବା ପାଇଁ ତାଙ୍କର ଇଛା ଥିଲା । ତାଙ୍କ ପରିବାର ତୃଣମୂଳ ସ୍ତରରେ ରାଜନୀତି ସହ ଜଡ଼ିତ ରହିଛି। ଏପରିକି ତାଙ୍କ ମା’ ସରପଞ୍ଚ ହୋଇଥିବା ସେ ଉଲ୍ଲେଖ କରିଛନ୍ତି। ଏହି ଟ୍ୱିଟ୍‌କୁ ନେଇ ଚର୍ଚ୍ଚା ହେବା ପରେ ‘ଓଟିଭିକୁ ପ୍ରତିକ୍ରିୟା ଦେଇ ଦୂତି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। କୌଣସି ଦଳ ଅଫର୍‌ କଲେ ସେ ରାଜନୀତିରେ ସାମିଲ ହେବେ ବୋଲି କହିଛନ୍ତି। 

ଦୂତି କହିଛନ୍ତି ଯେ ସେ ପୂର୍ବରୁ ଏ ନିଷ୍ପତ୍ତି ନେଇଛନ୍ତି। ତେବେ ଏଥିପାଇଁ ସେ ଖେଳରୁ ସନ୍ୟାସ ନେବେ ନାହିଁ। ଖେଳ ସହ ସେ ରାଜନୀତି କରିବାକୁ ସେ ପ୍ରସ୍ତୁତ ଥିବା କହିଛନ୍ତି। ସେ କହିଛନ୍ତି ଯେ ଯଦି ଖେଳ ସହ ରାଜନୀତିକୁ ଏକାଠି ଚଳାଇ ପାରିବେ, ତା’ହେଲେ କୌଣସି ଦଳରେ ଯୋଗ ଦେବେ। ନହେଲେ ଖେଳ ଛାଡ଼ିଲା ପରେ ଅଫର୍ ମିଳିଲେ କୌଣସି ଦଳରେ ଯୋଗଦେବି।

ଆମ ଭଳି ଯୁବ ପିଢ଼ି ରାଜନୀତିକୁ ନଆସିଲେ ଦେଶ କେମିତି ଆଗେଇବ ବୋଲି ଦୂତି ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଅଧିକ ବୟସରେ ରାଜନୀତିରେ ସାମିଲ ହେଲେ ଲାଭ କ’ଣ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story