ଓଡ଼ିଶାରେ ଭୂମିକମ୍ପ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଭୂମିକମ୍ପ। ମୃଦୁ କମ୍ପନରେ ହାଲକାଭାବେ ଥରିଲା ରାୟଗଡ଼ାର କାଶୀପୁର ଅଞ୍ଚଳ। ଭୂମିକମ୍ପନର ତୀବ୍ରତା ରିକ୍ଟରସ୍କେଲରେ ୩.୬ ଥିବା ଆକଳନ କରାଯାଇଛି। ଆଜି ଦିନ ୪ଟା ୪୦ ମିନିଟ୍ରେ ଏହି ଭୂମିକମ୍ପ ହୋଇଥିବା ଜଣାପଡ଼ିଛି।
An earthquake of magnitude 3.6 on the Richter scale, occurred in Kasipur area of Rayagada district in Odisha at 16:40 hours today: National Centre for Seismology pic.twitter.com/UtzGOmFpsJ
— ANI (@ANI) June 22, 2020
ଏନେଇ ଭୂକମ୍ପ ସମ୍ପର୍କିତ ଗବେଶଣା କରୁଥିବା ନ୍ୟାସନାଲ ସେଣ୍ଟର ଫର ସେସିମୋଲୋଜି ପକ୍ଷରୁ କୁହାଯାଇଛି। ତେବେ ଏହାର ପ୍ରଭାବ ବେଶୀ ଜୋର ନଥିବାରୁ ଏନେଇ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ଆସି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।