୪ ଚାଲିବ, ୫ ବନ୍ଦ ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ନୂଆ ଗଡ଼ିବ ଓ ଆଉ କିଛି ବନ୍ଦ ହେବ। ଗଡ଼ିବ ଆଉ ୪ ସ୍ପେଶାଲ ଟ୍ରେନ୍। ପୂର୍ବତଟ ରେଲୱେ ପକ୍ଷରୁ ଆହୁରୀ ୪ଟି ସ୍ପେଶାଲ ଟ୍ରେନ୍ ଚାଲିବ। ବିଶାଖାପାଟଣା-ରାୟଗଡ଼ା, ପଲାସା-ବିଶାଖାପାଟଣା ସ୍ପେଶାଲ ଟ୍ରେନ୍, ପଲାସା-ଭୁବନେଶ୍ୱର, ସମ୍ବଲପୁର-ରାୟଗଡ଼ା ସ୍ପେଶାଲ ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନିଆଯାଇଛି। ସେପଟେ ଯଥେଷ୍ଟ ଯାତ୍ରୀ ହେଉ ନଥିବାରୁ ଆଉ ୫ ଯୋଡ଼ା ଟ୍ରେନ୍ ବାତିଲ୍ ହେବ। ଭୁବନେଶ୍ୱର-ବାଙ୍ଗିରିପୋଷି, ପୁରୀ-ପାରାଦୀପ ସ୍ପେଶାଲ ଟ୍ରେନ୍, ପୁରୀ-ବଡ଼ବିଲ, ବିଶାଖାପାଟଣା-ବିଜୟଓ୍ୱାଡ଼ା, ପୁରୀ-ହାଓ୍ୱଡ଼ା ଟ୍ରେନ୍କୁ ବାତିଲି ପାଇଁ […]

train

train

Tapas Behera
  • Published: Thursday, 12 November 2020
  • Updated: 12 November 2020, 06:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ନୂଆ ଗଡ଼ିବ ଓ ଆଉ କିଛି ବନ୍ଦ ହେବ। ଗଡ଼ିବ ଆଉ ୪ ସ୍ପେଶାଲ ଟ୍ରେନ୍। ପୂର୍ବତଟ ରେଲୱେ ପକ୍ଷରୁ ଆହୁରୀ ୪ଟି ସ୍ପେଶାଲ ଟ୍ରେନ୍ ଚାଲିବ। ବିଶାଖାପାଟଣା-ରାୟଗଡ଼ା, ପଲାସା-ବିଶାଖାପାଟଣା ସ୍ପେଶାଲ ଟ୍ରେନ୍, ପଲାସା-ଭୁବନେଶ୍ୱର, ସମ୍ବଲପୁର-ରାୟଗଡ଼ା ସ୍ପେଶାଲ ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନିଆଯାଇଛି। ସେପଟେ ଯଥେଷ୍ଟ ଯାତ୍ରୀ ହେଉ ନଥିବାରୁ ଆଉ ୫ ଯୋଡ଼ା ଟ୍ରେନ୍ ବାତିଲ୍ ହେବ। ଭୁବନେଶ୍ୱର-ବାଙ୍ଗିରିପୋଷି, ପୁରୀ-ପାରାଦୀପ ସ୍ପେଶାଲ ଟ୍ରେନ୍, ପୁରୀ-ବଡ଼ବିଲ, ବିଶାଖାପାଟଣା-ବିଜୟଓ୍ୱାଡ଼ା, ପୁରୀ-ହାଓ୍ୱଡ଼ା ଟ୍ରେନ୍କୁ ବାତିଲି ପାଇଁ ନିଷ୍ପତି ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story