୨୧ ବର୍ଷ ପରେ ଏବେ ଚାଲିଛି ସବୁଠାରୁ ଖରାପ ସମୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟ ଅର୍ଥନୀତି ଉପରେ କରୋନା ମାଡ । ଲକ୍‌ଡାଉନ ଓ ସଟ୍‌ଡାଉନ ଦ୍ୱାରା ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ର ଗୁରୁତର ପ୍ରଭାବିତ ହେବା ଦ୍ୱାରା ରାଜସ୍ୱ ଆଦାୟ ଉଦ୍‌ବେଗଜନକ ଭାବେ ହ୍ରାସ ପାଇଛି  ୩ ପ୍ରତିଶତ । ବଦଳରେ ରାଜ୍ୟମାନେ ନିଜ ଜିଡିପିର ୫ ପ୍ରତିଶତ ଯାଏଁ ଋଣ କରିବା ଲାଗି କେନ୍ଦ୍ର ସର୍ତ୍ତମୂଳକ ଅନୁମତି ଦେଇଥିଲେ ମଧ୍ୟ ରାଜ୍ୟର ଋଣ ଭାର ଏକ ଲକ୍ଷ କୋଟିରେ ପହଞ୍ଚି ସାରିଛି । ଫଳରେ ସରକାର […]

paradip-port-handles-record-number-of--ships-within-24-hours-1

Tapas Behera
  • Published: Wednesday, 08 July 2020
  • Updated: 08 July 2020, 08:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟ ଅର୍ଥନୀତି ଉପରେ କରୋନା ମାଡ । ଲକ୍‌ଡାଉନ ଓ ସଟ୍‌ଡାଉନ ଦ୍ୱାରା ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ର ଗୁରୁତର ପ୍ରଭାବିତ ହେବା ଦ୍ୱାରା ରାଜସ୍ୱ ଆଦାୟ ଉଦ୍‌ବେଗଜନକ ଭାବେ ହ୍ରାସ ପାଇଛି  ୩ ପ୍ରତିଶତ । ବଦଳରେ ରାଜ୍ୟମାନେ ନିଜ ଜିଡିପିର ୫ ପ୍ରତିଶତ ଯାଏଁ ଋଣ କରିବା ଲାଗି କେନ୍ଦ୍ର ସର୍ତ୍ତମୂଳକ ଅନୁମତି ଦେଇଥିଲେ ମଧ୍ୟ ରାଜ୍ୟର ଋଣ ଭାର ଏକ ଲକ୍ଷ କୋଟିରେ ପହଞ୍ଚି ସାରିଛି । ଫଳରେ ସରକାର ଖର୍ଚ୍ଚକାଟ ବାଟ ଆପଣେଇଛନ୍ତି ଏହାଦ୍ୱାରା ରାଜ୍ୟର ବିକାଶ ଯୋଜନାଗୁଡିକ ଗୁରୁତର ପ୍ରଭାବିତ ହେବା ଆଶଙ୍କା ବଢିଛି।

କରୋନା ଲକଡାଉନ୍ ଓ ସର୍ଟଡାଉନ୍ ଯୋଗୁଁ ରାଜସ୍ୱ ଆଦାୟ ଗୁରୁତର ପ୍ରଭାବିତ ହୋଇଛି । ଏପ୍ରିଲ୍ ଓ ମେ ମାସରେ ରାଜସ୍ୱ ଆଦାୟ ୫୦ ପ୍ରତିଶତରୁ କମ୍ ହୋଇଛି । ଗତବର୍ଷ ଏହି ଦୁଇ ମାସରେ ୭ ହଜାର କୋଟି ଆଦାୟ ହୋଇଥିବା ବେଳେ ଏବର୍ଷ ରାଜକୋଷକୁ ଆସିଛି ମାତ୍ର ୩ ହାଜର କୋଟି । ତେବେ ଜୁନ୍ ମାସରେ ସ୍ଥିତି ସାମନ୍ୟ ସୁଧୁରିଛି। କାରଣ ଖଣି ନିଲାମ ଲିଜ୍ ଡିଡ୍ ବାବଦକୁ  ସରକାର ପାଇଛନ୍ତି ୧୬ଶହ କୋଟି । ଜୁଲାଇରେ ମଧ୍ୟ ଆଉ କିଛି ଖଣି ରାଜସ୍ୱ ଆସିପାରେ। ତେବେ ରାଜସ୍ୱ ଆଦାୟ ଗୁରୁତର ପ୍ରଭାବିତ ହୋଇଥିବାରୁ ସରକାର ଖର୍ଚ୍ଚ କାଟର ବାଟ ଆପଣେଇବାକୁ ବାଧ୍ୟ ହୋଇଛନ୍ତି।

ଭେଇକିଲ୍ ଓ ଗସ୍ତ ଖର୍ଚ୍ଚ ଏବଂ ଏଷ୍ଟାବ୍ଲିସମେଣ୍ଟ ଖର୍ଚ୍ଚ ହ୍ରାସ, ନିଯୁକ୍ତି ଓ ଯୋଜନା ବାବଦ ଖର୍ଚ୍ଚ କାଟ ପାଇଁ ଅର୍ଥ ବିଭାଗ ବିସ୍ତୁତ ଗାଇଡଲାଇନ୍  ଜାରି କରିଛି । ଏବେ ଆଉ କୌଣସି ନୂଆ ସ୍କିମ୍ ଆରମ୍ଭ କରାଯିବ ନାହିଁ। ଅନ୍ୟ ପକ୍ଷରେ ଚାଲୁ ସ୍କିମ ମଧ୍ୟରୁ କେଉଁ ସ୍କିମ ରହିବ, କେଉଁ ସ୍କିମ ବନ୍ଦ ହେବ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ବନ୍ଦ ହେବା ସମ୍ଭାବନା କମ୍ ଥିବାରୁ ଭିତ୍ତିଭୂମି ନିର୍ମାଣ ଓ ଅନ୍ୟ ବିକାଶ ଯୋଜନାର ବନ୍ଦ ହେବା ଆଶଙ୍କା ବଢିଛି । ଏପଟେ କୋଭିଡ୍ ଲଢେଇ ବାବାଦକୁ ବିପୁଳ ଖର୍ଚ୍ଚ ଦୃଷ୍ଟିରୁ ୨୦୨୦-୨୧ ବଜେଟରେ ସଂଶୋଧନ କରାଯିବା ସମ୍ଭାବନା ରହିଛି।

ମାର୍ଚ୍ଚ ୨୦୨୧ ସୁଦ୍ଧା ରାଜ୍ୟର ମୋଟ ଋଣ ପରିମାଣ ୧ଲକ୍ଷ ୧୩ ହଜାର କୋଟିରେ ସୀମିତ ରଖିବାକୁ ସରକାର ଲକ୍ଷ୍ୟ ରଖିଥିଲେ । ମାତ୍ର ଆର୍ଥିକ ବର୍ଷ ଶେଷ ହେବାକୁ ଅନେକ ମାସ ବାକି ଥିବାବେଳେ ଏବେଠାରୁ ଋଣ ବୋଝ ୧ ଲକ୍ଷ କୋଟିରେ ପହଞ୍ଚି ସାରିଲାଣି।  ତେବେ ରାଜ୍ୟମାନେ ନିଜ ଜିଡିପିର ୩ ପ୍ରତିଶତ ବଦଳରେ ୫ ପ୍ରତିଶତ ଯାଏଁ ଋଣ କରିବା ଲାଗି କେନ୍ଦ୍ର ସର୍ତ୍ତମୂଳକ ଅନୁମତି ଦେଇଛି। ତେଣୁ ଆବଶ୍ୟକତାକୁ ଦେଖି ସରକାର ଅଧିକ ଋଣ କରିପାରନ୍ତି । ଏଥିଲାଗି  ବରିଷ୍ଠ ଆଇପିଏସ୍ ସନ୍ତୋଷ ବାଲାକୁ ସରକାର ଦାୟିତ୍ୱ ଦେଇଛନ୍ତି।

୧୯୯୯ରେ ରାଜ୍ୟର ଆର୍ଥିକ ସ୍ଥିତି ଅତି ଖରାପ ହୋଇପଡିଥିଲା। ଫଳରେ ସେତେବେଳର ସରକାର ଖର୍ଚ୍ଚକାଟ ପାଇଁ ବାଧ୍ୟ ହୋଇଥିଲେ। କୋଭିଡ୍ ମାଡ଼ରେ ଏଭେ ପୁଣି ସେଭଳି ଆର୍ଥିକ ସ୍ଥିତି ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story