କୁଆରମୁଣ୍ଡାରେ ଅନିର୍ଦ୍ଦିଷ୍ଟକାଳ ପାଇଁ ଅର୍ଥନୈତିକ ଅବରୋଧ

Ordigital Desk
  • Published: Saturday, 17 March 2018
  • , Updated: 17 March 2018, 11:31 AM IST
<p>ରାଉରକେଲା(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡାରେ ଅନିର୍ଦ୍ଦିଷ୍ଟକାଳ ଲାଗି ଅର୍ଥନୈତିକ ଅବରୋଧ ଡାକରା ଦିଆଯାଇଛି। କୁଆରମୁଣ୍ଡା ନାଗରିକ କମିଟି ପକ୍ଷରୁ ଏହି ଅବରୋଧ ଡାକରା ଦିଆଯାଇଛି।&nbsp; ସ୍ପଞ୍ଜ ଆଇରନ କାରଖାନା ଯୋଗୁଁ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଏହାର ପ୍ରତିବାଦ କରି ବନ୍ଦ ଡାକରା ଦିଆଯାଇଛି। କାରଖାନା ଆଗରେ ଧାରଣା ଦେଉଛନ୍ତି ନାଗରିକ କମିଟିର କର୍ମକର୍ତ୍ତା।</p>

Related story