୪ ବର୍ଷ ହେଲା  ସ୍କୁଲ ବାରଣ୍ଡାରେ ଚାଲିଛି ପାଠପଢା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବେହେଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଭିତ୍ତିଭୂମୀ ଅଭାବରୁ ସ୍କୁଲ ବାରଣ୍ଡାରେ ୪ ବର୍ଷ ହେଲା ପାଠପଢା ଚାଲିଛି। ୨ଟି ଶ୍ରେଣୀଗୃହ ଅଧପନ୍ତରିଆ ହୋଇ ପଡିଥିବାରୁ ସବୁଦିନ ପିଲାମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି ।  ଅନ୍ୟପଟେ ବାରମ୍ବାର ଅଭିଯୋଗ ପରେବି ବିଭାଗୀୟ ଅଧିକାରୀଙ୍କଠୁ ସାହାଯ୍ୟ ନ ମିଳିବାରୁ ଗାଁଲୋକ ନିଜେ ନିଜେ ବିଦ୍ୟାଳୟ ଶ୍ରେଣୀଘରକୁ ମରାମତି କରିଛନ୍ତି। ଏନେଇ ଉମରକୋଟ ବ୍ଲକ୍ ଶିକ୍ଷାଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

school

Rakesh Mallick
  • Published: Sunday, 05 November 2017
  • , Updated: 05 November 2017, 05:58 PM IST

Related story