ମନ୍ତ୍ରୀ ଓ ସାଂସଦଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼

ଉମରକୋଟ (ଓଡ଼ିଶା ରିପୋର୍ଟର): ଜାତି ଓ ଜନଜାତି ମନ୍ତ୍ରୀ ରମେଶ ମାଝୀ ଓ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ ହୋଇଥିବା ଅଭିଯୋଗ ହୋଇଛି। ‘ଆମ ଗାଁ ଆମ ବିକାଶ’ ଯୋଜନାରେ ଏକ କମ୍ୟୁନିଟି ସେଣ୍ଟର ଉଦ୍‌ଘାଟନ ପାଇଁ ଉଭୟ ଉମରକୋଟ ବ୍ଲକ୍ ମୁଣ୍ଡିଗୁଡା ଗାଁକୁ ଯାଉଥିଲେ। ତେବେ ଗାଁରେ ପଶିବା ପୂର୍ବରୁ ମନ୍ତ୍ରୀ ଓ ସାଂସଦଙ୍କ ଗାଡ଼ିକୁ ଲକ୍ଷ୍ୟ କରି କିଛି କଂଗ୍ରେସ କର୍ମୀ ଅଣ୍ଡା ମାଡ଼ କରିଥିଲେ। ଏହି ଘଟଣାରେ […]

egg

egg

Manoranjan Sial
  • Published: Wednesday, 24 October 2018
  • Updated: 24 October 2018, 11:11 PM IST

Sports

Latest News

ଉମରକୋଟ (ଓଡ଼ିଶା ରିପୋର୍ଟର): ଜାତି ଓ ଜନଜାତି ମନ୍ତ୍ରୀ ରମେଶ ମାଝୀ ଓ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ ହୋଇଥିବା ଅଭିଯୋଗ ହୋଇଛି। ‘ଆମ ଗାଁ ଆମ ବିକାଶ’ ଯୋଜନାରେ ଏକ କମ୍ୟୁନିଟି ସେଣ୍ଟର ଉଦ୍‌ଘାଟନ ପାଇଁ ଉଭୟ ଉମରକୋଟ ବ୍ଲକ୍ ମୁଣ୍ଡିଗୁଡା ଗାଁକୁ ଯାଉଥିଲେ। ତେବେ ଗାଁରେ ପଶିବା ପୂର୍ବରୁ ମନ୍ତ୍ରୀ ଓ ସାଂସଦଙ୍କ ଗାଡ଼ିକୁ ଲକ୍ଷ୍ୟ କରି କିଛି କଂଗ୍ରେସ କର୍ମୀ ଅଣ୍ଡା ମାଡ଼ କରିଥିଲେ।

ଏହି ଘଟଣାରେ ପୁଲିସ ୩ ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି। ସେପଟେ ଅଣ୍ଡାମାଡ଼ କରିଥିବା କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀମାନେ ପିଟିଥିବା ଅଭିଯୋଗ ମଧ୍ୟ ହୋଇଛି। ନେଉରା ପଞ୍ଚାୟତର ସରପଞ୍ଚ, ଓ୍ୱାର୍ଡ ମେମ୍ବରଙ୍କୁ କୌଣସି ସୂଚନା ନଦେଇ ମନ୍ତ୍ରୀ ଏଭଳି କାର୍ଯ୍ୟକ୍ରମ କରୁଥିବାରୁ ଅଣ୍ଡାମାଡ଼ କରିଥିବା କଂଗ୍ରେସ ସମର୍ଥକ କହିଛନ୍ତି।

ତେବେ ଏନେଇ ମନ୍ତ୍ରୀ କିମ୍ବା ସାଂସଦଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

https://youtu.be/GqE__2cPc2c

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story