ଆସନ୍ତାକାଲି ପାଳନ ହେବ ଇଦ୍ : ନିଷ୍ପତ୍ତି ନେଲା କଟକ ଚାନ୍ଦ୍ କମିଟି

ଭୁବନେଶ୍ୱର: ଆସନ୍ତାକାଲି ପାଳନ ହେବ ଇଦ୍ । କଟକ ଚାନ୍ଦ୍ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ଏହି ନିଷ୍ପତ୍ତି ନିଆଯାଇଛି। ଆଜି ଚାନ୍ଦ ଦେଖିବା ପରେ ରୋଜା ଭାଙ୍ଗି ଆସନ୍ତାକାଲି ଇଦ୍ ପାଳିବେ ମୁସ୍‌ଲିମ ଶ୍ରଦ୍ଧାଳୁ । ଆଜି  ବସିଥିବା ଚାନ୍ଦ କମିଟି ବୈଠକରେ ଏନେଇ ବିଧିବଦ୍ଧ ଘୋଷଣା ହୋଇଛି । ଗତ ୨୯ ଦିନ ଧରି ମୁସଲିମ ଧର୍ମାବଲମ୍ବୀ ରୋଜା ରଖିବା ସହ ନମାଜ ପାଠ କରିଥିଲେ।

eid-2

Rakesh Mallick
  • Published: Sunday, 25 June 2017
  • , Updated: 26 June 2017, 08:33 AM IST

Related story