ଆଜି ମହମ୍ମଦଙ୍କ ଜନ୍ମଦିନ

Ordigital Desk
  • Published: Saturday, 02 December 2017
  • , Updated: 02 December 2017, 01:05 PM IST
<p>ଭୁବନେଶ୍ୱର: ଆଜି ହେଉଛି ଇସଲାମ ଧର୍ମର ପ୍ରବର୍ତ୍ତକ ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ। ଏହି ଅବସରରେ ଭୁବନେଶ୍ୱର ୟୁନିଟ ୩ରେ ଥିବା ମସଜିଦ ଓ ସହରରେ ଥିବା ବିଭିନ୍ନ ମସଜିଦରେ ମହମ୍ମଦଙ୍କ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଛି।</p>

Related story