ଏଲ୍-ନିନୋ ପ୍ରଭାବ: ଏ ବର୍ଷ କମ୍ ବର୍ଷା

ନୁଆଦିଲ୍ଲୀ:ଚଳିତବର୍ଷ ସାରା ଦେଶରେ ସ୍ୱାଭାବିକଠାରୁ କମ ବର୍ଷା ହେବାର ଆଶଙ୍କା ରହିଛି। ଏହିଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏଲ-ନିନୋ ପ୍ରଭାବଯୋଗୁଁ ଲଙ୍ଗଟର୍ମ ଆଭରେଜ ବା ଦୀର୍ଘକାଳୀନ ବର୍ଷା ପରିମାଣ ୯୩ ପ୍ରତିଶତ ରହିପାରେ ବୋଲି କୁହାଯାଇଛି। ଆଜି ନୂଆଦିଲ୍ଲୀରେ ୨୦୧୫ ପାଇଁ ମୌସୁମୀ ବର୍ଷାର ପ୍ରଥମ ପର୍ଯ୍ୟାୟ ପୁର୍ବାନୁମାନ ରିପୋର୍ଟ ପ୍ରକାଶ କରି ଏହା କହିଛନ୍ତି କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରୀ ହର୍ଷବର୍ଦ୍ଧନ। ସେ କହିଛନ୍ତିଯେ, ଏଥର ସ୍ୱାଭାବିକଠାରୁ ସୌସୁମୀ ବର୍ଷାର ପରିମାଣ କମ ରହିବ। […]

India Monsoon Worry

Rakesh Mallick
  • Published: Wednesday, 22 April 2015
  • , Updated: 22 April 2015, 11:45 AM IST

ନୁଆଦିଲ୍ଲୀ:ଚଳିତବର୍ଷ ସାରା ଦେଶରେ ସ୍ୱାଭାବିକଠାରୁ କମ ବର୍ଷା ହେବାର ଆଶଙ୍କା ରହିଛି। ଏହିଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏଲ-ନିନୋ ପ୍ରଭାବଯୋଗୁଁ ଲଙ୍ଗଟର୍ମ ଆଭରେଜ ବା ଦୀର୍ଘକାଳୀନ ବର୍ଷା ପରିମାଣ ୯୩ ପ୍ରତିଶତ ରହିପାରେ ବୋଲି କୁହାଯାଇଛି।

ଆଜି ନୂଆଦିଲ୍ଲୀରେ ୨୦୧୫ ପାଇଁ ମୌସୁମୀ ବର୍ଷାର ପ୍ରଥମ ପର୍ଯ୍ୟାୟ ପୁର୍ବାନୁମାନ ରିପୋର୍ଟ ପ୍ରକାଶ କରି ଏହା କହିଛନ୍ତି କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରୀ ହର୍ଷବର୍ଦ୍ଧନ। ସେ କହିଛନ୍ତିଯେ, ଏଥର ସ୍ୱାଭାବିକଠାରୁ ସୌସୁମୀ ବର୍ଷାର ପରିମାଣ କମ ରହିବ। ପାଣିପାଗ ଉପରେ ଏଲ-ନିନୋର ପ୍ରଭାବ ଯୋଗୁ ଅନେକ ଅଞ୍ଚଳ ଉପରେ ଏହାର ପ୍ରଭାବ ପଡିବାର ଅଶଙ୍କା ରହିଛି ।

ବିଶେଷ କରି ଧାନ,ଆଖୁ,କପା ଭଳି ଫସଲ ଅଧିକ ପ୍ରଭାବ ପଡିବାର ଆଶଙ୍କା ରହିଛି।

Related story