ହାତ ଧରାଧରି ହୋଇ ଚାଲିଗଲେ ଆଈ-ନାତୁଣୀ

ରାୟଗଡ଼ା(ମନୋଜ ପାତ୍ର): ଏମିତି ବି ଆସେ ମୃତ୍ୟୁ। ଘର ଆଗରେ ଟଣା ଯାଇଥିବା ତାରରେ ଲୁଗା ଶୁଖାଇବା ବେଳେ ବିଦ୍ୟୁତ ଆଘାତରେ ଆଈ ଓ ନାତୁଣୀଙ୍କ ମୃତ୍ୟୁ ଘଟିଛି। ଏଭଳି ହୃଦୟବିଦାରକ ଘଟଣା ରାୟଗଡ଼ା ଜିଲ୍ଲାରେ ଘଟିଛି। ରାୟଗଡା ସହର ଉପକଣ୍ଠ ତୁମ୍ବିଗୁଡା ଗାଁର ବାଙ୍ଗାରମା ମାଣ୍ଡ।ଙ୍ଗି ଓ ତାଙ୍କ ୧୦ ବର୍ଷର ନାତୁଣୀ ତାପସ୍ୱିନୀ ମାଣ୍ଡ।ଙ୍ଗି ନିଜ ଘରେ ଟଣାଇ ଯାଇଥିବା ତାରରେ ଲୁଗା ଶୁଖାଉ ଥିଲେ। ତେବେ ଉକ୍ତ ତାରଟି ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ […]

Rayagada

Rayagada

Manoranjan Sial
  • Published: Thursday, 25 June 2020
  • Updated: 25 June 2020, 06:04 PM IST

Sports

Latest News

ରାୟଗଡ଼ା(ମନୋଜ ପାତ୍ର): ଏମିତି ବି ଆସେ ମୃତ୍ୟୁ। ଘର ଆଗରେ ଟଣା ଯାଇଥିବା ତାରରେ ଲୁଗା ଶୁଖାଇବା ବେଳେ ବିଦ୍ୟୁତ ଆଘାତରେ ଆଈ ଓ ନାତୁଣୀଙ୍କ ମୃତ୍ୟୁ ଘଟିଛି। ଏଭଳି ହୃଦୟବିଦାରକ ଘଟଣା ରାୟଗଡ଼ା ଜିଲ୍ଲାରେ ଘଟିଛି।

ରାୟଗଡା ସହର ଉପକଣ୍ଠ ତୁମ୍ବିଗୁଡା ଗାଁର ବାଙ୍ଗାରମା ମାଣ୍ଡ।ଙ୍ଗି ଓ ତାଙ୍କ ୧୦ ବର୍ଷର ନାତୁଣୀ ତାପସ୍ୱିନୀ ମାଣ୍ଡ।ଙ୍ଗି ନିଜ ଘରେ ଟଣାଇ ଯାଇଥିବା ତାରରେ ଲୁଗା ଶୁଖାଉ ଥିଲେ। ତେବେ ଉକ୍ତ ତାରଟି ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ଉଭୟେ ଚେତା ହରାଇ ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ଆଈ ଓ ନାତୁଣୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଓ ଗାଁ ଲୋକେ ମୃତଦେହ ଧରି ଘରକୁ ପଳାଇ ଆସିଥିଲେ। ଏ ନେଇ ମେଡିକାଲ୍‌ ପକ୍ଷରୁ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ ଆଣିବାକୁ ଚେଷ୍ଟା କରିଥିଲା। ମାତ୍ର ଗାଁ ଲୋକେ ବିରୋଧ କରିଥିଲେ। ଯାହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ପୁଲିସ ନିରାଶ ହୋଇ ଫେରିଥିଲା। ଗାଁ ଲୋକେ ଶବ ସତ୍କାର କରିଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story