ଘରେ ଘରେ ଜଳିବ ବିଜୁଳି, ଅକ୍ଟୋବର ସୁଦ୍ଧା ସବୁ ଘରକୁ ସଂଯୋଗ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଅକ୍ଟୋବର ୨ସୁଦ୍ଧା ସବୁ ପରିବାରକୁ ମିଳିବ ବିଦ୍ୟୁତ ସଂଯୋଗ। ଗତକାଲି ଗ୍ରାମୀଣ ବିଦ୍ୟୁତ କରଣ ଯୋଜନାର ସମୀକ୍ଷା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ ସୁଦ୍ଧା ରାଜ୍ୟର ୪୭&nbsp; ହଜାର ୬୭୭ ଗାଁ ମଧ୍ୟରୁ ୪୭ ହଜାର ୬୫୫ ଗାଁକୁ ବିଦ୍ୟୁତ ସଂଯୋଗ କରାଯାଇଥିବା ବେଳେ ଆଉ ମାତ୍ର ୨୨ଟି&nbsp; ଗ୍ରାମର ବିଦ୍ୟୁତ ସଂଯୋଗ ବାକି ଅଛି।</p> <p>ସେହିଭଳି ରାଜ୍ୟର ୨୨ ହଜାର ଆଂଶିକ ବିଦ୍ୟୁତିକରଣ ହୋଇଥିବା ଗାଁଗୁଡ଼ିକ ଉପରେ ଅଧିକ ଫୋକସ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।&nbsp; ତେବେ ବାକି ଥିବା ୨୮ଲକ୍ଷ&nbsp; ପରିବାରକୁ ଅକ୍ଟୋବର ୨ ତାରିଖ ସୁଦ୍ଧା ବିଦ୍ୟୁତ ସଂଯୋଗ ପାଇଁ&nbsp; ଧାର୍ଯ୍ୟ ଲକ୍ଷ ଥିବା ସୂଚନା ଦେଇଛନ୍ତି ମୁଖ୍ୟ&nbsp; ଶାସନ ସଚିବ।</p>

Ordigital Desk
  • Published: Wednesday, 10 January 2018
  • Updated: 10 January 2018, 08:13 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଅକ୍ଟୋବର ୨ସୁଦ୍ଧା ସବୁ ପରିବାରକୁ ମିଳିବ ବିଦ୍ୟୁତ ସଂଯୋଗ। ଗତକାଲି ଗ୍ରାମୀଣ ବିଦ୍ୟୁତ କରଣ ଯୋଜନାର ସମୀକ୍ଷା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ ସୁଦ୍ଧା ରାଜ୍ୟର ୪୭&nbsp; ହଜାର ୬୭୭ ଗାଁ ମଧ୍ୟରୁ ୪୭ ହଜାର ୬୫୫ ଗାଁକୁ ବିଦ୍ୟୁତ ସଂଯୋଗ କରାଯାଇଥିବା ବେଳେ ଆଉ ମାତ୍ର ୨୨ଟି&nbsp; ଗ୍ରାମର ବିଦ୍ୟୁତ ସଂଯୋଗ ବାକି ଅଛି।</p><p>ସେହିଭଳି ରାଜ୍ୟର ୨୨ ହଜାର ଆଂଶିକ ବିଦ୍ୟୁତିକରଣ ହୋଇଥିବା ଗାଁଗୁଡ଼ିକ ଉପରେ ଅଧିକ ଫୋକସ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।&nbsp; ତେବେ ବାକି ଥିବା ୨୮ଲକ୍ଷ&nbsp; ପରିବାରକୁ ଅକ୍ଟୋବର ୨ ତାରିଖ ସୁଦ୍ଧା ବିଦ୍ୟୁତ ସଂଯୋଗ ପାଇଁ&nbsp; ଧାର୍ଯ୍ୟ ଲକ୍ଷ ଥିବା ସୂଚନା ଦେଇଛନ୍ତି ମୁଖ୍ୟ&nbsp; ଶାସନ ସଚିବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos