ପଶ୍ଚିମ ଓଡ଼ିଶାରେ ଆରମ୍ଭ ହେଲା ବିଦ୍ୟୁତ୍‌ ସଂଯୋଗ କାଟ୍‌

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ପଶ୍ଚିମ ଓଡ଼ିଶାରେ ଆରମ୍ଭ ହୋଇଛି ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ପ୍ରକ୍ରିୟା । ନେସ୍କୋ ଓ ସାଉଥ୍ କୋ ପରେ ଆଜିଠାରୁ ବକେୟା ବିଲ୍ ଜମା କରିନଥିବା ଉପଭୋକ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି  ୱେସ୍କୋ ।  ବକେୟା ବିଲ୍ ଦାଖଲ ପାଇଁ ଡେଡ୍‌ ଲାଇନ୍‌ ସରିବା ପରେ ବିଦ୍ୟୁତ୍‌ ସଂଯୋଗ କାଟ୍ ଆରମ୍ଭ ହୋଇଛି । ବଲାଙ୍ଗିର ଓ ସମ୍ବଲପୁର ସମେତ ୯ଟି ଜିଲ୍ଲାରେ ବିଦ୍ୟୁତ୍‌ ସଂଯୋଗ କାଟ୍ ଆରମ୍ଭ ହୋଇଛି । ପ୍ରଥମ […]

bolangiri--2--1

Niharika Rout
  • Published: Tuesday, 18 February 2020
  • , Updated: 18 February 2020, 02:23 PM IST

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ପଶ୍ଚିମ ଓଡ଼ିଶାରେ ଆରମ୍ଭ ହୋଇଛି ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ପ୍ରକ୍ରିୟା । ନେସ୍କୋ ଓ ସାଉଥ୍ କୋ ପରେ ଆଜିଠାରୁ ବକେୟା ବିଲ୍ ଜମା କରିନଥିବା ଉପଭୋକ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି  ୱେସ୍କୋ । 

ବକେୟା ବିଲ୍ ଦାଖଲ ପାଇଁ ଡେଡ୍‌ ଲାଇନ୍‌ ସରିବା ପରେ ବିଦ୍ୟୁତ୍‌ ସଂଯୋଗ କାଟ୍ ଆରମ୍ଭ ହୋଇଛି । ବଲାଙ୍ଗିର ଓ ସମ୍ବଲପୁର ସମେତ ୯ଟି ଜିଲ୍ଲାରେ ବିଦ୍ୟୁତ୍‌ ସଂଯୋଗ କାଟ୍ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ବ୍ୟବସାୟିକ ପ୍ରତିଷ୍ଠାନର ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଉଛି ।

Related story