ସକାଳୁ ସକାଳୁ ଦନ୍ତା ଦଳି ଦେଲା

ଢେଙ୍କାନାଳ: ମଝି ରାସ୍ତାରେ ଦଳିଦେଲା ଦନ୍ତା ହାତୀ।  ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ।  ଓଡ଼ାପଡ଼ା ମହାଦିଆ ଗାଁର ପ୍ରସନ୍ନ ବରାଳ ଶୌଚ ପାଇଁ ଯାଉଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା।  ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଗାଁ ପାଖ ଆମ୍ବ ବଗିଚାରେ ହାତୀପଲ ଥିବାରୁ ଏବେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

death

Rakesh Mallick
  • Published: Sunday, 06 August 2017
  • , Updated: 06 August 2017, 10:02 AM IST

ଢେଙ୍କାନାଳ: ମଝି ରାସ୍ତାରେ ଦଳିଦେଲା ଦନ୍ତା ହାତୀ।  ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ।  ଓଡ଼ାପଡ଼ା ମହାଦିଆ ଗାଁର ପ୍ରସନ୍ନ ବରାଳ ଶୌଚ ପାଇଁ ଯାଉଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା।  ଫଳରେ ତାଙ୍କର ମୃତ୍ୟୁ ହୋଇଛି ।

ଗାଁ ପାଖ ଆମ୍ବ ବଗିଚାରେ ହାତୀପଲ ଥିବାରୁ ଏବେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

Related story