ଆଜି ବିଶ୍ୱ ହାତୀ ଦିବସ: ଗୋରୀ, କମଳା, ଜୁଲି ଓ ମାମାକୁ ଦେଖିବାକୁ ଭିଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଶ୍ୱ ହାତୀ ଦିବସ।  ଦିନକୁ ଦିନ ହାତୀ ଓ ମଣିଷ ମଧ୍ୟରେ ବିବାଦ ବଢୁଥିବା ବେଳେ ଏହାର ସମାଧାନ ଓ ହାତୀଙ୍କ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ୨୦୧୨ରୁ ବିଶ୍ୱ ବ୍ୟାପୀ ହାତୀ ଦିବସ ପାଳିତ ହେଉଛି। ଏହି ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର ଉତ୍ସବ। ହାତୀଙ୍କୁ ସୁସ୍ୱାଦୁ କଦଳୀ, ନଡ଼ିଆ, ସେଓ ପ୍ରଭୃତି ଫଳ ଖାଇବାକୁ ଦିଆଯାଇଛି। ହାତୀ ଦିବସରେ ନନ୍ଦନକାନନରେ ଥିବା ୮ ହାତୀଙ୍କ ମଧ୍ୟରୁ […]

elephant

elephant

Jyoshna Pradhan
  • Published: Monday, 12 August 2019
  • Updated: 12 August 2019, 03:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଶ୍ୱ ହାତୀ ଦିବସ।  ଦିନକୁ ଦିନ ହାତୀ ଓ ମଣିଷ ମଧ୍ୟରେ ବିବାଦ ବଢୁଥିବା ବେଳେ ଏହାର ସମାଧାନ ଓ ହାତୀଙ୍କ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ୨୦୧୨ରୁ ବିଶ୍ୱ ବ୍ୟାପୀ ହାତୀ ଦିବସ ପାଳିତ ହେଉଛି। ଏହି ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର ଉତ୍ସବ।

ହାତୀଙ୍କୁ ସୁସ୍ୱାଦୁ କଦଳୀ, ନଡ଼ିଆ, ସେଓ ପ୍ରଭୃତି ଫଳ ଖାଇବାକୁ ଦିଆଯାଇଛି। ହାତୀ ଦିବସରେ ନନ୍ଦନକାନନରେ ଥିବା ୮ ହାତୀଙ୍କ ମଧ୍ୟରୁ ଗୋରୀ, କମଳା, ଜୁଲି ଓ ମାମାକୁ ଉତ୍ସବ ସ୍ଥଳକୁ ଅଣାଯାଇଥିଲା। ଆଜି ନନ୍ଦନକାନନ ଛୁଟି ଥିଲେ ମଧ୍ୟ ହାତୀଙ୍କୁ ଦେଖିବାକୁ ବେଶ୍ ଭିଡ଼ ଜମିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story