ତିନି ଦିନର ଆତଙ୍କ ପରେ ଭୁବନେଶ୍ୱର ଛାଡ଼ିଲା ଦନ୍ତା

<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ୩ ଦିନ ଧରି ଆତଙ୍କ ଖେଳାଇବା ପରେ ଭୁବନେଶ୍ୱର ଛାଡ଼ିଲା ଦନ୍ତା ହାତୀ। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ହାତୀ ଜୟଦେବ ବାଟିକାରୁ ବାହାରିଥିଲା। ଏଥର ସେ ଏକମୁହାଁ ହୋଇ ଖଣ୍ଡଗିରିବାରୀ ଭିତର ଦେଇ ଘାଟିକିଆ ଗହୀର ଓ ପରେ ଶ୍ୟାମପୁର ନୂଆଗାଁ ଦେଇ ସହର ସୀମା ଡେଇଁଥିବା ଜଣାପଡ଼ିଛି।</p> <p>ଗତ ୩ ଦିନ ହେବ ପଦାକୁ ବାହାରୁ ନଥିବା ସ୍ଥାନୀୟ ଲୋକେ ଏବେ ଆଶ୍ୱସ୍ତ ଅଛନ୍ତି। ଗତକାଲି ଦିନ ତମାମ ଜୟଦେବ ବାଟିକାରେ ବୁଲିଥିଲା ଦନ୍ତା। ଖଣ୍ଡଗିରି ଓ ଏହାର ଆଖପାଖ ଅଞ୍ଚଳରେ ହାତୀଟି ଆତଙ୍କ ଖେଳାଇଥିଲା। ହାତୀକୁ ଘଉଡ଼ାଇବାକୁ ବନ ବିଭାଗକୁ ନାକେଦମ୍ ହେବାକୁ ପଡ଼ିଥିଲା। ଏଥିସହ ହାତୀ ଘଉଡ଼ାଇବା ବେଳେ ଗତକାଲି ମଧ୍ୟ ୩ ଜଣ ଆହତ ହୋଇଥିଲେ।</p>

Ordigital Desk
  • Published: Sunday, 18 February 2018
  • Updated: 18 February 2018, 08:56 AM IST

Sports

Latest News

<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ୩ ଦିନ ଧରି ଆତଙ୍କ ଖେଳାଇବା ପରେ ଭୁବନେଶ୍ୱର ଛାଡ଼ିଲା ଦନ୍ତା ହାତୀ। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ହାତୀ ଜୟଦେବ ବାଟିକାରୁ ବାହାରିଥିଲା। ଏଥର ସେ ଏକମୁହାଁ ହୋଇ ଖଣ୍ଡଗିରିବାରୀ ଭିତର ଦେଇ ଘାଟିକିଆ ଗହୀର ଓ ପରେ ଶ୍ୟାମପୁର ନୂଆଗାଁ ଦେଇ ସହର ସୀମା ଡେଇଁଥିବା ଜଣାପଡ଼ିଛି।</p><p>ଗତ ୩ ଦିନ ହେବ ପଦାକୁ ବାହାରୁ ନଥିବା ସ୍ଥାନୀୟ ଲୋକେ ଏବେ ଆଶ୍ୱସ୍ତ ଅଛନ୍ତି। ଗତକାଲି ଦିନ ତମାମ ଜୟଦେବ ବାଟିକାରେ ବୁଲିଥିଲା ଦନ୍ତା। ଖଣ୍ଡଗିରି ଓ ଏହାର ଆଖପାଖ ଅଞ୍ଚଳରେ ହାତୀଟି ଆତଙ୍କ ଖେଳାଇଥିଲା। ହାତୀକୁ ଘଉଡ଼ାଇବାକୁ ବନ ବିଭାଗକୁ ନାକେଦମ୍ ହେବାକୁ ପଡ଼ିଥିଲା। ଏଥିସହ ହାତୀ ଘଉଡ଼ାଇବା ବେଳେ ଗତକାଲି ମଧ୍ୟ ୩ ଜଣ ଆହତ ହୋଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos