ଫସଲ ଜଗିବାକୁ ଯାଇଥିଲେ, ଦଳିଦେଲା ହାତୀ

ବଲାଙ୍ଗିର (ମନୋରଞ୍ଜନ ଯୋଶି) : ବିଲକୁ ଫସଲ ଜଗିବାକୁ ଯାଇଥିବା ବେଳେ ଦଳି ଦେଲା ହାତୀ ।  ଏପରି ଅଘଟଣ ବଲାଙ୍ଗିର ଜିଲ୍ଲା ଆଗଲପୁରରେ ଘଟିଛି। ମୃତ ଚାଷୀ ହେଲେ ଶ୍ରୀରାମ ବିଶ୍ୱାଳ। ଗତକାଲି ରାତିରେ ସ୍ଥାନୀୟ ଧଉଁରାଦାଦର ଗାଁର ଶ୍ରୀରାମ ଧାନ ଫସଲ ଜଗିବାକୁ ବିଲ୍‌କୁ ଯାଇଥିଲେ । ତେବେ ସେଠାରେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଚାଷୀଙ୍କ ମୃତ୍ୟୁ ପରେ ପରିବାର ଓ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିଛନ୍ତି । […]

elephant

elephant

Niharika Rout
  • Published: Saturday, 16 November 2019
  • Updated: 16 November 2019, 09:40 AM IST

ବଲାଙ୍ଗିର (ମନୋରଞ୍ଜନ ଯୋଶି) : ବିଲକୁ ଫସଲ ଜଗିବାକୁ ଯାଇଥିବା ବେଳେ ଦଳି ଦେଲା ହାତୀ ।  ଏପରି ଅଘଟଣ ବଲାଙ୍ଗିର ଜିଲ୍ଲା ଆଗଲପୁରରେ ଘଟିଛି। ମୃତ ଚାଷୀ ହେଲେ ଶ୍ରୀରାମ ବିଶ୍ୱାଳ।

ଗତକାଲି ରାତିରେ ସ୍ଥାନୀୟ ଧଉଁରାଦାଦର ଗାଁର ଶ୍ରୀରାମ ଧାନ ଫସଲ ଜଗିବାକୁ ବିଲ୍‌କୁ ଯାଇଥିଲେ । ତେବେ ସେଠାରେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଚାଷୀଙ୍କ ମୃତ୍ୟୁ ପରେ ପରିବାର ଓ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିଛନ୍ତି । ଗତ କିଛି ଦିନ ଧରି ସ୍ଥାନୀୟ ଅଞ୍ଚଳରେ ହାତୀ ପଲଙ୍କ ଉତ୍ପାଦ ବଢ଼ିଛି । ହେଲେ ଏନେଇ ବନ ବିଭାଗ ପକ୍ଷରୁ  କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story