ଢେଙ୍କାନାଳରେ ଗଜ ଉତ୍ପାତ: ଓଡ଼ିଶା ରିପୋର୍ଟର ହାତରେ ଏକ୍ସକ୍ଲୁସିଭ ଭିଡିଓ

<p>ଢେଙ୍କାନାଳ: ହାତୀ ଉପଦ୍ରବର ଲାଇଭ ଚିତ୍ର। ଓଡ଼ିଶା ରିପୋର୍ଟର ହାତରେ ଲାଗିଛି ଏକ୍ସକ୍ଲୁସିଭ ଭିଡିଓ। ଦଳ ଦଳ ହୋଇ ହାତୀ ପଲ କେମିତି &zwj;ବିପଦ ସଙ୍କୁଳ ଭାବେ ଟ୍ରେନ୍&zwnj; ଲାଇନ ପାରିହେଉଛନ୍ତି ତାହା ଆମ କ୍ୟାମେରାରେ କଏଦ ହୋଇଛି। ତା&rsquo;ସହିତ ହାତୀ ଗୁଡ଼ିକ କିଭଳି ଆତଙ୍କ ସୃଷ୍ଟି &nbsp;କରୁଛନ୍ତି ତାହା ଆପଣ ଏହି ଭିଡିଓରେ ଦେଖିପାରିବେ। ଏହି ଚିତ୍ର ଆସିଛି ଢେଙ୍କାନାଳରୁ ।</p> <p>ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜର ନିକଟସ୍ତ ଲେଭଲ କ୍ରସିଂରେ ଗୋଟିଏ ହାତୀ ପଲ ରେଳ ଧାରଣା ପାରିହେଉଥିବା ଲକ୍ଷ୍ୟ କରାଯାଇଛି। ଏବେ ଧାନ ଅମଳ ସମୟ ହୋଇଥିବାରୁ ହାତୀ ଗୁଡ଼ିକ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହୋଇଛନ୍ତି। ବ୍ୟାପକ ଫସଲ ବି ନଷ୍ଟ କରୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ପଲ ପଲ ହୋଇ ହାତୀ ଗୁଡ଼ିକ ଘୁରି ବୁଲୁଛନ୍ତି। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।</p>

Ordigital Desk
  • Published: Tuesday, 07 November 2017
  • Updated: 07 November 2017, 05:15 PM IST

Sports

Latest News

<p>ଢେଙ୍କାନାଳ: ହାତୀ ଉପଦ୍ରବର ଲାଇଭ ଚିତ୍ର। ଓଡ଼ିଶା ରିପୋର୍ଟର ହାତରେ ଲାଗିଛି ଏକ୍ସକ୍ଲୁସିଭ ଭିଡିଓ। ଦଳ ଦଳ ହୋଇ ହାତୀ ପଲ କେମିତି &zwj;ବିପଦ ସଙ୍କୁଳ ଭାବେ ଟ୍ରେନ୍&zwnj; ଲାଇନ ପାରିହେଉଛନ୍ତି ତାହା ଆମ କ୍ୟାମେରାରେ କଏଦ ହୋଇଛି। ତା&rsquo;ସହିତ ହାତୀ ଗୁଡ଼ିକ କିଭଳି ଆତଙ୍କ ସୃଷ୍ଟି &nbsp;କରୁଛନ୍ତି ତାହା ଆପଣ ଏହି ଭିଡିଓରେ ଦେଖିପାରିବେ। ଏହି ଚିତ୍ର ଆସିଛି ଢେଙ୍କାନାଳରୁ ।</p><p>ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜର ନିକଟସ୍ତ ଲେଭଲ କ୍ରସିଂରେ ଗୋଟିଏ ହାତୀ ପଲ ରେଳ ଧାରଣା ପାରିହେଉଥିବା ଲକ୍ଷ୍ୟ କରାଯାଇଛି। ଏବେ ଧାନ ଅମଳ ସମୟ ହୋଇଥିବାରୁ ହାତୀ ଗୁଡ଼ିକ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହୋଇଛନ୍ତି। ବ୍ୟାପକ ଫସଲ ବି ନଷ୍ଟ କରୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ପଲ ପଲ ହୋଇ ହାତୀ ଗୁଡ଼ିକ ଘୁରି ବୁଲୁଛନ୍ତି। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos