ଘରେ ହାତୀ ପଶି ଧାନ ଖାଇଲା, ଆସବାବପତ୍ର ଭାଙ୍ଗିଲା

ରାଜଗାଙ୍ଗପୁର (ଗୌତମ ମିଶ୍ର): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଅଞ୍ଚଳରେ ଏକ ହାତୀ ଉତ୍ପାତ କରୁଛି। ଗତକାଲି ରାତିରେ ହାତୀଟି କୁତ୍ରା ବ୍ଲକ୍‌ର ସାଧୁମୁଣ୍ଡା ଓ କୁସୁମଡେଗି ଗାଁରେ ପଶି ୪ଟି ଘର ଭାଙ୍ଗି ଦେଇଛି। ଘରେ ଥିବା ଧାନ ଖାଇବା ସହ ଘରର ଆସବାବପତ୍ର ମଧ୍ୟ ଭାଙ୍ଗି ଦେଇଛି। ହାତୀ ଉପଦ୍ରବ ଯୋଗୁ ସେହି ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ତେବେ ବନ ବିଭାଗ କର୍ମଚାରୀ ହାତୀଟିକୁ ନିକଟସ୍ଥ ମହାବୀର ପାହାଡ଼କୁ ତଡି ଦେଇଥିବା ସୂଚନା ମିଳିଛି। ଏହି […]

elephant

elephant

Jyoshna Pradhan
  • Published: Monday, 05 August 2019
  • Updated: 05 August 2019, 12:24 PM IST

Sports

Latest News

ରାଜଗାଙ୍ଗପୁର (ଗୌତମ ମିଶ୍ର): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଅଞ୍ଚଳରେ ଏକ ହାତୀ ଉତ୍ପାତ କରୁଛି। ଗତକାଲି ରାତିରେ ହାତୀଟି କୁତ୍ରା ବ୍ଲକ୍‌ର ସାଧୁମୁଣ୍ଡା ଓ କୁସୁମଡେଗି ଗାଁରେ ପଶି ୪ଟି ଘର ଭାଙ୍ଗି ଦେଇଛି। ଘରେ ଥିବା ଧାନ ଖାଇବା ସହ ଘରର ଆସବାବପତ୍ର ମଧ୍ୟ ଭାଙ୍ଗି ଦେଇଛି।

ହାତୀ ଉପଦ୍ରବ ଯୋଗୁ ସେହି ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ତେବେ ବନ ବିଭାଗ କର୍ମଚାରୀ ହାତୀଟିକୁ ନିକଟସ୍ଥ ମହାବୀର ପାହାଡ଼କୁ ତଡି ଦେଇଥିବା ସୂଚନା ମିଳିଛି। ଏହି ହାତୀଟି ଏକ ଦଳରୁ ବାହାରି ଆସି ଏମିତି ଉତ୍ପାତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story