ସହର ମୁହାଁ ଗଜରାଜ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ସହର ମୁହାଁ ହୋଇଛନ୍ତି ଗଜରାଜ। ଢେଙ୍କାନାଳ ସହର ଭିତରେ ଦନ୍ତା ହାତୀ ଚଳ ପ୍ରଚଳକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସହର ନିକଟସ୍ଥ କୋରିଆ ଓ ହାଟରୋଡ୍ ଅଞ୍ଚଳରେ ଦନ୍ତାହାତୀ ଉତ୍ପାତ ମଚାଇଛି। ମିଳିଥିବା ସୂଚନା ମୁତାବକ ଦନ୍ତା ଆକ୍ରମଣରେ କିଛି ଲୋକ ଆହତ ବି ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

dkl-123

Jyoshna Pradhan
  • Published: Thursday, 14 February 2019
  • , Updated: 14 February 2019, 11:21 AM IST

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ସହର ମୁହାଁ ହୋଇଛନ୍ତି ଗଜରାଜ। ଢେଙ୍କାନାଳ ସହର ଭିତରେ ଦନ୍ତା ହାତୀ ଚଳ ପ୍ରଚଳକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସହର ନିକଟସ୍ଥ କୋରିଆ ଓ ହାଟରୋଡ୍ ଅଞ୍ଚଳରେ ଦନ୍ତାହାତୀ ଉତ୍ପାତ ମଚାଇଛି।

ମିଳିଥିବା ସୂଚନା ମୁତାବକ ଦନ୍ତା ଆକ୍ରମଣରେ କିଛି ଲୋକ ଆହତ ବି ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related story