ଅନଲାଇନରେ ଭବାନୀ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାଜନିତ ଲକଡାଉନ୍ ମଧ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଆଜି ଅନୁଷ୍ଠିତ ହୋଇଯାଇଛି। ଲକଡାଉନ୍ କଟକଣା ଦୃଷ୍ଟିରୁ ବିଶିଷ୍ଟ ବ୍ୟକ୍ତିମାନେ ଅନଲାଇନରେ ‘ଜୁମ୍‌’ ଭିଡିଓ ଆପ୍ ମାଧ୍ୟମରେ ସ୍ୱର୍ଗତ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ। ଏହାସହିତ ନିମାପଡ଼ା କଲେଜକୁ ଭବାନୀ ପଟ୍ଟନାୟକଙ୍କ ନାମରେ ନାମିତ ପାଇଁ ମତ ଦେଇଛନ୍ତି। ରାଜ୍ୟ ବୁଦ୍ଧିଜୀବୀ ମଂଚ ଟ୍ରଷ୍ଟ ପକ୍ଷରୁ ଆଜି ସନ୍ଧ୍ୟାରେ ଅନଲାଇନରେ ଆୟୋଜିତ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ […]

bhabani-mohapatra

bhabani-mohapatra

Manoranjan Sial
  • Published: Saturday, 23 May 2020
  • Updated: 23 May 2020, 09:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାଜନିତ ଲକଡାଉନ୍ ମଧ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଆଜି ଅନୁଷ୍ଠିତ ହୋଇଯାଇଛି। ଲକଡାଉନ୍ କଟକଣା ଦୃଷ୍ଟିରୁ ବିଶିଷ୍ଟ ବ୍ୟକ୍ତିମାନେ ଅନଲାଇନରେ ‘ଜୁମ୍‌’ ଭିଡିଓ ଆପ୍ ମାଧ୍ୟମରେ ସ୍ୱର୍ଗତ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ। ଏହାସହିତ ନିମାପଡ଼ା କଲେଜକୁ ଭବାନୀ ପଟ୍ଟନାୟକଙ୍କ ନାମରେ ନାମିତ ପାଇଁ ମତ ଦେଇଛନ୍ତି।

ରାଜ୍ୟ ବୁଦ୍ଧିଜୀବୀ ମଂଚ ଟ୍ରଷ୍ଟ ପକ୍ଷରୁ ଆଜି ସନ୍ଧ୍ୟାରେ ଅନଲାଇନରେ ଆୟୋଜିତ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ଭବାନୀବାବୁ ଓଡ଼ିଶା ରାଜନୀତିରେ ରାଜ୍ୟର ଅନେକ ମୁଖ୍ୟମନ୍ତ୍ରୀଙ୍କୁ ତିଆରି କରିଛନ୍ତି। ଜଣେ ବନ୍ଧୁବତ୍ସଳ ମଣିଷ ଥିଲେ। ସେହିପରି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ଓ ପଞ୍ଚାନନ କାନୁନଗୋ କହିଥିଲେ ଯେ ଭବାନୀବାବୁ କେବଳ ଭଲ ମଣିଷ ହେବାର ବାର୍ତ୍ତା ଦେଉନଥିଲେ ବରଂ ଭଲ ମଣିଷ ହୋଇ ଦେଶ ପାଇଁ କାର୍ଯ୍ୟ କରିବାକୁ ଯୁବକମାନଙ୍କୁ ଉଦବୁଦ୍ଧ କରୁଥିଲେ।

ଏମାନଙ୍କ ବ୍ୟତୀତ ବିଜେଡି ମୁଖପାତ୍ର ତଥା ସୁଲତା ଦେଓ, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା, ଶିକ୍ଷାବିତ୍ ବିମଳେନ୍ଦୁ ମହାନ୍ତି, ବୁଦ୍ଧ ମନ୍ଦିର ଟ୍ରଷ୍ଟି ଡଃ ସୌରେନ୍ଦ୍ର କୁମାର ମହାପାତ୍ର, ନରେନ୍ଦ୍ର କୁମାର ମିଶ୍ର ପ୍ରମୁଖ ସ୍ୱର୍ଗତ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ୱଗର୍ତ ପଟ୍ଟନାୟକଙ୍କ ନାତୁଣୀ ଦେବିକା ପଟ୍ଟନାୟକ, ନିବେଦିତାପଟ୍ଟନାୟକ, ରଶ୍ମୀ ଦାସ ଓ ପଣ୍ଡିତ ନିରଞ୍ଜନ ବ୍ରହ୍ମା ପ୍ରମୁଖଙ୍କ ସମେତ ସମାଜର ସବୁ ବର୍ଗର ବ୍ୟକ୍ତିମାନେ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ବୋଲି ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ବଦ୍ରିନାଥ ପଟ୍ଟନାୟକ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story