ଆଉ ନାହାନ୍ତି ସାରସ୍ୱତ ସାଧିକା ମନୋରମା ମହାପାତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଉ ନାହାନ୍ତି ବିଷିଷ୍ଟ ସାହିତ୍ୟିକା ତଥା ସାରସ୍ୱତ ସାଧିକା ମନୋରମା ମହାପାତ୍ର। ୮୭ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି ମନୋରମା। ଦୈନିକ ସମାଜର ପୂର୍ବତନ ସଂପାଦିକା ମନୋରମାଙ୍କୁ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲ ଅଣାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଆଜି ପରଲୋକ ଘଟିଛି।  ସେ ସ୍ୱାଧିନତା ସଂଗ୍ରାମୀ ତଥା ସମାଜର ପୂର୍ବତନ ସଂପାଦକ ଡକ୍ଟର ରାଧାନାଥ ରଥଙ୍କ ଝିଅ । […]

600

600

Tapas Behera
  • Published: Saturday, 18 September 2021
  • Updated: 18 September 2021, 08:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଉ ନାହାନ୍ତି ବିଷିଷ୍ଟ ସାହିତ୍ୟିକା ତଥା ସାରସ୍ୱତ ସାଧିକା ମନୋରମା ମହାପାତ୍ର। ୮୭ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି ମନୋରମା। ଦୈନିକ ସମାଜର ପୂର୍ବତନ ସଂପାଦିକା ମନୋରମାଙ୍କୁ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲ ଅଣାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଆଜି ପରଲୋକ ଘଟିଛି।  ସେ ସ୍ୱାଧିନତା ସଂଗ୍ରାମୀ ତଥା ସମାଜର ପୂର୍ବତନ ସଂପାଦକ ଡକ୍ଟର ରାଧାନାଥ ରଥଙ୍କ ଝିଅ ।  ୧୯୮୪ ମସିହାରେ ସେ ସାହିତ୍ୟ ଏକାଡେମୀ ଆଓ୍ୱାର୍ଡ ପାଇଥିଲେ ।  ୧୯୯୧ ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ଅଧ୍ୟକ୍ଷା ଥିଲେ। ତାଙ୍କ ପରଲୋକରେ ସାହିତ୍ୟ ଜଗତରେ ଏକ ଯୁଗର ଅନ୍ତ ଘଟିଛି ।

ଓଡ଼ିଶାର ପୁରପଲ୍ଲୀଠାରୁ ଆରମ୍ଭ କରି ଦେଶ ବିଦେଶରେ ଖୁବ୍ ପରିଚିତ ନାଁଟିଏ ମନୋରମା ମହାପାତ୍ର। ସେ ଏକାଧାରରେ ଜଣେ କବୟିତ୍ରୀ, ଲେଖିକା, ସ୍ତମ୍ଭକାର, ସାମ୍ବାଦିକା ଓ ଅବସରପ୍ରାପ୍ତ ଅଧ୍ୟାପିକା ଥିଲେ। ବିଭିନ୍ନଭାଷାରେ ପାରଙ୍ଗମ ମନୋରମାଙ୍କ ଲେଖନୀରେ ସାଧାରଣ ମଣିଷର ସମସ୍ୟା, ଯନ୍ତ୍ରଣା, ସଂସ୍କାରଧର୍ମୀ ଓ ବିପ୍ଳବାତ୍ମକ ଚେତନା ଫୁଟି ରହିଛି।  ୧୯୩୪ ମସିହା ଜୁନ୍‌୧୦ ତାରିଖରେ କଟକ ଆଠଗଡ ରାଧାଥପୁର ଶାସନରେ ତାଙ୍କର ଜନ୍ମ ହୋଇଥିଲା। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କର ସେ ଝିଅ ଥିଲେ।  ପ୍ରାଥମିକ ଶିକ୍ଷା ଶେଷ ପରେ ରେଭେନସା ଗାର୍ଲସ ହାଇସ୍କୁଲରୁ ମ୍ୟାଟିକ୍‌ ପାସ୍‌ କରିବା ସହ ଶିକ୍ଷୟିତ୍ରୀ ହେବାର ସ୍ୱପ୍ନ ଦେଖିଥିଲେ। 
https://twitter.com/GovernorOdisha/status/1439233647760920578?s=20

୧୯୭୦ ମସିହାରେ ଓଡ଼ିଶା ଶିକ୍ଷା ବିଭାଗରେ ଯୋଗ ଦେଇ ଅର୍ଥନୀତି ପ୍ରାଧ୍ୟାପିକା ଭାବରେ ଦୀର୍ଘ ୧୫ବର୍ଷ କାଳ ଶିକ୍ଷାଦାନ କରିଛନ୍ତି। ୧୯୮୫ ମସିହାରେ ସେ ସରକାରୀ ଚାକିରୀରୁ ଅବସର ନେଇ ସାମ୍ବାଦିକତା ଓ ସାହିତ୍ୟ ସେବାରେ ନିଜକୁ ନିୟୋଜିତ ରଖିଥିଲେ। ଦୀର୍ଘ ବର୍ଷ ଧରି ସାହିତ୍ୟ ସାଧନାରେ ବ୍ରତୀ ରହିଥିବା ମନୋରମାଙ୍କ ଅନେକ ଉପନ୍ୟାସ, ଗଳ୍ପ ଓ କବିତା ସାହିତ୍ୟ ଜଗତକୁ ରୁଦ୍ଧିମନ୍ତ କରିଛି। ସେଥିରେ ବଣରାଇଜର କଥା, ବୈଦେହୀ ବିସର୍ଜିତା, ଏକଲା ନଈର ଗୀତ , ଜହ୍ନରାତିର ମୁହଁ , ସାତ ସମୁଦ୍ର ତେର ନଈ , ଟିକି ବଗିଚାର ଟିକି ଚଢ଼େଇ , ଆଇଙ୍କ ମୁଣିରୁ ବିଜ୍ଞାନ ଗପ , ବନ୍ଦ ଘରର କବାଟ , ଆମେ ସବୁ ନୀରବ ଦର୍ଶକ , ଝଡ଼ପରେ ସୂର୍ଯ୍ୟୋଦୟ , ପାହାନ୍ତି ତାରାର ଲୁହ , ସମୟ ପୁରୁଷ ଆଦି ପ୍ରସିଦ୍ଧ ଗପ ଓ ଉପନ୍ୟାସ ରହିଛି। ତାଙ୍କ ପରଲୋକରେ ସାହିତ୍ୟ ଜଗତରେ ଶୋକର ଛାୟା  ଖେଳିଯାଇଛି।
https://twitter.com/PandaJay/status/1439231103470997512?s=20

ତାଙ୍କ ପରଲୋକରେ ବହୁମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ଗଣେଶୀ ଲାଲ ଶୋକ ପ୍ରକାଶ କରି ଲେଖିଛନ୍ତି ଯେ, ବିଶିଷ୍ଟ ଶିକ୍ଷାବିତ୍, କବି, ଲେଖିକା, ବାଗ୍ମୀ ଓ ସାମ୍ବାଦିକା ମନୋରମା ମହାପାତ୍ରଙ୍କ ପରଲୋକରେ ମୁଁ ଗଭୀର ଶୋକ ପ୍ରକାଶ କରୁଛନ୍ତି । ତାଙ୍କ ବିୟୋଗରେ ଓଡ଼ିଶାର ସାଂସ୍କୃତିକ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି କହିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି l ସେହିପରି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ବ୍ୟକ୍ତ କରି ଟ୍ୱିଟ୍‌ କରିଛନ୍ତି। ସେ ଲେଖିଛନ୍ତି ଯେ, ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ବିଶିଷ୍ଟ ସାହିତ୍ୟିକ ତଥା ଦୈନିକ ଖବରକାଗଜ ସମାଜର ପୂର୍ବତନ ସଂପାଦିକା ମନୋରମା ମହାପାତ୍ରଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ବହୁ ଦସନ୍ଧି ଧରି ତାଙ୍କ ପରିବାର ସହିତ ଆମର ଘନିଷ୍ଠ ସମ୍ପର୍କ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଉଛି ବୋଲି ସେ ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story