କଟକରେ ଏନ୍‌କାଉଣ୍ଟର, ମନୋଜ ଆହତ

କଟକ (ଓଡ଼ିଶା ରିପୋର୍ଟର): କଟକରେ ପୁଲିସ୍ ଏନ୍‌କାଉଣ୍ଟରେ ଆହତ ହୋଇଛି ଅପରାଧୀ ମନୋଜ ସ୍ୱାଇଁ ଓରଫ୍ ମୁନୁ। ମାଲଗୋଦାମ ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ହୋଇଛି। ଏଥିରେ ମନୋଜର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଏନ୍‌କାଉଣ୍ଟର ବେଳେ ମାଲଗୋଦାମ ଆଇଆଇସି ରବିନାରାୟଣ ଭଞ୍ଜଙ୍କ ସହ ତିନି ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ମନୋଜ ଏମାନଙ୍କ ଉପରକୁ ଗୁଳି ଚଳାଇଥିଲା। ମନୋଜ ପାଖରୁ ପୁଲିସ୍ ତିନିଟି ବୋମା ଜବତ କରିଛି। […]

deadbody

deadbody

Jitendra Garnayak
  • Published: Tuesday, 19 March 2019
  • Updated: 19 March 2019, 08:41 AM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକରେ ପୁଲିସ୍ ଏନ୍‌କାଉଣ୍ଟରେ ଆହତ ହୋଇଛି ଅପରାଧୀ ମନୋଜ ସ୍ୱାଇଁ ଓରଫ୍ ମୁନୁ। ମାଲଗୋଦାମ ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ହୋଇଛି। ଏଥିରେ ମନୋଜର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଏନ୍‌କାଉଣ୍ଟର ବେଳେ ମାଲଗୋଦାମ ଆଇଆଇସି ରବିନାରାୟଣ ଭଞ୍ଜଙ୍କ ସହ ତିନି ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ମନୋଜ ଏମାନଙ୍କ ଉପରକୁ ଗୁଳି ଚଳାଇଥିଲା।

ମନୋଜ ପାଖରୁ ପୁଲିସ୍ ତିନିଟି ବୋମା ଜବତ କରିଛି। ଶନିବାର ଦିନ ମାଲଗୋଦାମ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ମନୋଜ ସଂପୃକ୍ତ ଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story