ଆମ ଇଞ୍ଜିନିୟରିଂ କଲେଜର ଅବସ୍ଥା ଦେଖି ସରକାର ଛାନିଆ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ (ଏନ୍‌ଆଇଆର୍‌ଏଫ୍‌) ରାଙ୍କିଂରେ ଓଡ଼ିଶାରୁ ଗୋଟିଏ ବି ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ସ୍ଥାନ ପାଇନାହିଁ। ଏହାର କାରଣ ଖୋଜିବା ଲାଗି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସବୁ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନଠାରୁ ରିପୋର୍ଟ ମାଗିଥିଲା। ତେବେ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକ ବିଭାଗ ଏହି କାରଣ ଦର୍ଶାଅ ନୋଟିସର ଯାହା ଜବାବ ରଖିଛନ୍ତି, ତାହା ଆଶ୍ଚର୍ଯ୍ୟ କଲାଭଳି। ସରକାରୀ ଇଞ୍ଜିନିୟରିଂ କଲେଜ କେନ୍ଦୁଝର ନିଜ […]

student-1

student-1

Manoranjan Sial
  • Published: Tuesday, 05 November 2019
  • Updated: 05 November 2019, 07:42 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ (ଏନ୍‌ଆଇଆର୍‌ଏଫ୍‌) ରାଙ୍କିଂରେ ଓଡ଼ିଶାରୁ ଗୋଟିଏ ବି ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ସ୍ଥାନ ପାଇନାହିଁ। ଏହାର କାରଣ ଖୋଜିବା ଲାଗି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସବୁ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନଠାରୁ ରିପୋର୍ଟ ମାଗିଥିଲା। ତେବେ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକ ବିଭାଗ ଏହି କାରଣ ଦର୍ଶାଅ ନୋଟିସର ଯାହା ଜବାବ ରଖିଛନ୍ତି, ତାହା ଆଶ୍ଚର୍ଯ୍ୟ କଲାଭଳି।

ସରକାରୀ ଇଞ୍ଜିନିୟରିଂ କଲେଜ କେନ୍ଦୁଝର ନିଜ ରିପୋର୍ଟରେ ଦର୍ଶାଇଛି, ଅଧ୍ୟାପକ ଓ ଛାତ୍ରଙ୍କ ଅନୁପାତରେ ଯଥେଷ୍ଟ ତାରତମ୍ୟ ରହୁଥିବାରୁ ଏନ୍ଆଇଆର୍‌ଏଫ୍‌ ରାଙ୍କ କମିଛି। ସେହିପରି କଲେଜ ଅଫ୍‌ ଆଇଟି ଓ ମ୍ୟାନେଜମେଣ୍ଟ ଏଜୁକେସନ୍ ଦେଇଥିବା ସ୍ପଷ୍ଟୀକରଣରେ ଲେଖିଛି, ଗବେଷଣା, ଅଧ୍ୟାପକ ଓ କର୍ମଚାରୀ କ୍ଷେତ୍ରରେ କଲେଜ ପଛୁଆ ଥିବାରୁ ରାଙ୍କ ମିଳୁନି। ଭିସୁଟ୍ ଓ ବିପିୟୁଟି ମଧ୍ୟ ସରକାରୀ ଉଦାସୀନତା ସମ୍ପର୍କରେ ଜଣାଇଛନ୍ତି।

ରାଜ୍ୟ ସରକାର ଗୋଟିଏ ପଟେ ଦକ୍ଷତା ବିକାଶର ନାରା ଦେଉଥିବା ବେଳେ ଅନ୍ୟପଟେ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକ ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଲାଣି। ଯାହାକି ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକ ସରକାରଙ୍କୁ ଦେଇଥିବା ଚିଠିରୁ ସ୍ପଷ୍ଟ ହୋଇଛି। ସେପଟେ ବିଭାଗୀୟ ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି, ଏନ୍‌ଆଇଆର୍‌ଏଫ୍‌ ରାଙ୍କିଂରେ ସ୍ଥାନ ପାଇବା ଲାଗି ଥିବା ସମସ୍ୟା ସମାଧାନ ଲାଗି ଉଦ୍ୟମ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story