ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲା: ସ୍କୁଲକୁ ଯାଇ ତଦନ୍ତ କରିବ ସିବିଆଇର ୫ ଜଣିଆ ଟିମ୍

ରାୟଗଡା: ବହୁ ଚର୍ଚ୍ଚିତ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାର ତଦନ୍ତ ପାଇଁ ରାୟଗଡ଼ାରେ ପହଞ୍ଚିଛି ସିବିଆଇ ଟିମ୍। ଗତକାଲି ଡିଆଇଜି ଲତା ମନୋଜ କୁମାରଙ୍କ ନେତୃତ୍ୱରେ ଏହି ଟିମ୍ ରାୟଗଡ଼ା ଆସିଛି। ସିବିଆଇ ଡିଏସପି ଏମକେ ପାଠକଙ୍କ ସମେତ ଏହି ପାଞ୍ଚଜଣିଆ ଟିମ ରାୟଗଡ଼ାରେ ପହଞ୍ଚିଥିବା ବେଳେ ଗୁରୁବାର ଏହି ଟିମ୍ ଟିକିରି ସ୍କୁଲକୁ ଯାଇ ତଦନ୍ତ କରିବ। ସେହିଭଳି ଗୁରୁବାର ସିବିଆଇର ଆଉ ଏକ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ରାୟଗଡ଼ାରେ ପହଞ୍ଚିବ। ଏହି ଟିମ୍ ଟିକିରି […]

cbi

cbi

Rakesh Mallick
  • Published: Thursday, 13 August 2015
  • Updated: 13 August 2015, 10:00 AM IST

Sports

Latest News

ରାୟଗଡା: ବହୁ ଚର୍ଚ୍ଚିତ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାର ତଦନ୍ତ ପାଇଁ ରାୟଗଡ଼ାରେ ପହଞ୍ଚିଛି ସିବିଆଇ ଟିମ୍। ଗତକାଲି ଡିଆଇଜି ଲତା ମନୋଜ କୁମାରଙ୍କ ନେତୃତ୍ୱରେ ଏହି ଟିମ୍ ରାୟଗଡ଼ା ଆସିଛି। ସିବିଆଇ ଡିଏସପି ଏମକେ ପାଠକଙ୍କ ସମେତ ଏହି ପାଞ୍ଚଜଣିଆ ଟିମ ରାୟଗଡ଼ାରେ ପହଞ୍ଚିଥିବା ବେଳେ ଗୁରୁବାର ଏହି ଟିମ୍ ଟିକିରି ସ୍କୁଲକୁ ଯାଇ ତଦନ୍ତ କରିବ।

ସେହିଭଳି ଗୁରୁବାର ସିବିଆଇର ଆଉ ଏକ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ରାୟଗଡ଼ାରେ ପହଞ୍ଚିବ। ଏହି ଟିମ୍ ଟିକିରି ସ୍କୁଲକୁ ଯାଇ ଛାନଭିନ୍ କରିବ ବୋଲି ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos