ଚଢ଼ାଉ ପାଇଁ ଆସିଥିବା ଅବକାରୀ କର୍ମଚାରୀଙ୍କୁ କାଠ ଫାଳିଆରେ ପିଟିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଭରତପୁର ଅଞ୍ଚଳରେ ଅବକାରୀ କର୍ମଚାରୀଙ୍କୁ ମାଡ଼ ଅଭିଯୋଗ ହୋଇଛି। ମଦ କାରବାର ଉପରେ ଚଢ଼ାଉ କରିବା ପାଇଁ ଯାଇଥିବା ବେଳେ ଅବକାରୀ କର୍ମଚାରୀଙ୍କୁ ଘେରି ପିଟିଲେ। ସଂଘବଦ୍ଧ ଆକ୍ରମଣରେ ମହିଳା କର୍ମଚାରୀଙ୍କ ସହ ୫ ଆହତ ହୋଇଥିବା ସୂଚନା ମିଳିଛି। ଅବକାରୀ କର୍ମଚାରୀଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ। ଖବର ପାଇ ଭରତପୁର ଥାନା ପୁଲିସ ଉଦ୍ଧାର କରିବାକୁ ପହଞ୍ଚିଲା। ପୁଲିସ ସହାୟତାରେ ଅବକାରୀ କର୍ମଚାରୀ ଉଦ୍ଧାର ହୋଇଥିବା ବେଳେ […]

bbsr

bbsr

Ranjit Kumar Jena
  • Published: Thursday, 03 June 2021
  • Updated: 03 June 2021, 09:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଭରତପୁର ଅଞ୍ଚଳରେ ଅବକାରୀ କର୍ମଚାରୀଙ୍କୁ ମାଡ଼ ଅଭିଯୋଗ ହୋଇଛି। ମଦ କାରବାର ଉପରେ ଚଢ଼ାଉ କରିବା ପାଇଁ ଯାଇଥିବା ବେଳେ ଅବକାରୀ କର୍ମଚାରୀଙ୍କୁ ଘେରି ପିଟିଲେ।

ସଂଘବଦ୍ଧ ଆକ୍ରମଣରେ ମହିଳା କର୍ମଚାରୀଙ୍କ ସହ ୫ ଆହତ ହୋଇଥିବା ସୂଚନା ମିଳିଛି। ଅବକାରୀ କର୍ମଚାରୀଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ। ଖବର ପାଇ ଭରତପୁର ଥାନା ପୁଲିସ ଉଦ୍ଧାର କରିବାକୁ ପହଞ୍ଚିଲା। ପୁଲିସ ସହାୟତାରେ ଅବକାରୀ କର୍ମଚାରୀ ଉଦ୍ଧାର ହୋଇଥିବା ବେଳେ ୨ଜଣ ଦୁର୍ବୃତ୍ତଙ୍କୁ ଅଟକ ରଖି ଭରତପୁର ପୁଲିସ ପଚାର ଉଚରା କରିଛି।

ସେପଟେ ସିସିଟିଭି ଭିଜୁଆଲକୁ ଦେଖି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି। ଚଢ଼ାଉ କରିବାକୁ ଯାଉଥିବା ଜଣେ ମହିଳା ଅଧିକାରୀ କହିଛନ୍ତି ଯେ ଆମେ ଖବର ପାଇଲୁ ଯେ ସେମାନେ ପ୍ରଚୁର ମଦ, ଗଞ୍ଜେଇ ଓ ବ୍ରାଉନ୍ ସୁଗର୍ ରଖିଛନ୍ତି। ଖବର ପାଇ ଆମେ 2ଟି ଗାଡ଼ିରେ ମୋଟ ୧୭ ଜଣ ଚଢ଼ାଉ ପାଇଁ ଯାଇଥିଲୁ।

ଘରୁ ଅବକାରୀ ଜିନିଷ ଜବତ ପରେ ସେମାନେ ଲୁହା ରଡ୍ ଓ କାଠ ଫାଳିଆରେ ଏବଂ ପଥରରେ ଆମ କର୍ମଚାରୀଙ୍କ ଉପରକୁ ଆକ୍ରମଣ କରିଥିଲେ। ଏପରିକି ସେମାନେ ଆମ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଏହି ଆକ୍ରମଣରେ ଆମର କିଛି କର୍ମଚାରୀଙ୍କୁ ଆଘାତ ଲାଗିଛି। ଆମେ ସେମାନଙ୍କୁ ଯେତେ ନିୟନ୍ତ୍ରଣ କରିବାକୁ ଚାହିଁଲୁ, ସେମାନେ କିଛି ବି ଶୁଣିବାକୁ ପ୍ରସ୍ତୁତ ନଥିବା କହିଛନ୍ତି ମହିଳା କର୍ମଚାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story