ମନେ ପଡ଼େ ସେଦିନର ସେଇ ବେଇମାନ ବାଣର ବିଶ୍ୱାସଘାତକତାର କରୁଣ କାହାଣୀ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆଲୋକର ପର୍ବ ଦୀପାବଳି। ସବୁଠି ଖୁସି ଆଉ ଆନନ୍ଦ ଉତ୍ସବର ମାହୋଲ। ଘରେ ଘରେ ଆନନ୍ଦ ଉଲ୍ଲାସର ସୁଅ ଛୁଟୁଛି। ୨୦୧୭ ମସିହାରେ ଦୀପାବଳି ସମୟରେ ସବୁଠି ଥିଲା ଏମିତି ପରିବେଶ। କିନ୍ତୁ ଦୀପାବଳିର ଠିକ୍ ଦୁଇ ଦିନ ପୂର୍ବରୁ ଗୋଟିଏ ପରିବାର ପାଇଁ ଘନ ଅନ୍ଧକାର ଘୋଟି ଆସିଥିଲା। ଘରଦ୍ୱାର, ଧନଜୀବନ ସବୁ କିଛି ଜାଳି ଦେଇଥିଲା। ବାଣ ବିସ୍ଫୋରଣରେ ସେହି ପରିବାରର ୫ ଜଣଙ୍କ ସମେତ ମୋଟ ୧୧ ଜଣଙ୍କ […]

crackers

crackers

Tapas Behera
  • Published: Sunday, 27 October 2019
  • Updated: 28 October 2019, 10:08 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆଲୋକର ପର୍ବ ଦୀପାବଳି। ସବୁଠି ଖୁସି ଆଉ ଆନନ୍ଦ ଉତ୍ସବର ମାହୋଲ। ଘରେ ଘରେ ଆନନ୍ଦ ଉଲ୍ଲାସର ସୁଅ ଛୁଟୁଛି। ୨୦୧୭ ମସିହାରେ ଦୀପାବଳି ସମୟରେ ସବୁଠି ଥିଲା ଏମିତି ପରିବେଶ। କିନ୍ତୁ ଦୀପାବଳିର ଠିକ୍ ଦୁଇ ଦିନ ପୂର୍ବରୁ ଗୋଟିଏ ପରିବାର ପାଇଁ ଘନ ଅନ୍ଧକାର ଘୋଟି ଆସିଥିଲା। ଘରଦ୍ୱାର, ଧନଜୀବନ ସବୁ କିଛି ଜାଳି ଦେଇଥିଲା। ବାଣ ବିସ୍ଫୋରଣରେ ସେହି ପରିବାରର ୫ ଜଣଙ୍କ ସମେତ ମୋଟ ୧୧ ଜଣଙ୍କ ଜୀବନ ଦୀପ ଲିଭି ଯାଇଥିଲା।

ଆମେ କହୁଛୁ ବାହାବଳପୁର ବାଣ ବିସ୍ଫୋରଣର କରୁଣ କାହାଣୀ। ୨୦୧୭ ଅକ୍ଟୋବର ୧୮ ତାରିଖରେ ବାଣ ବିସ୍ଫୋରଣ ଘଟି ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଲୋକର ପର୍ବ ଦୀପାବଳି ସତେ ଯେମିତି ସେମାନଙ୍କ ପାଇଁ  ଅଶୁଭ ଥିଲା । ଆଲୋକର ପର୍ବ ଦୀପାବଳିକୁ ମାତ୍ର ଦୁଇ ଦିନ ବାକି ରହିଥାଏ। ବାଣ କାରିଗର ଗୋଲକ ପ୍ରଧାନଙ୍କ ଠାରୁ ବାଣ କିଣିବା ପାଇଁ ତାଙ୍କ ଦୋକାନରେ ଭିଡ଼ ଜମିଥାଏ। ହେଲେ ଅପରାହ୍ନରେ ହଠାତ୍‌ ବିସ୍ଫୋରଣରେ ଦୋହଲିଗଲା ସମଗ୍ର ଅଞ୍ଚଳ। ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଯିଏ ଯୁଆଡ଼େ ଦୌଡ଼ି ପଳାଇଲେ।

ନିଆଁ ଥମିବା ପରେ ଦେଖିବାକୁ ମିଳିଥିଲା ହୃଦୟ ବିଦାରକ ଦୃଶ୍ୟ। ଗୋଲକଙ୍କ ୩ ପୁଅ, ୨ ନାତିନାତୁଣୀ, ବାଣ ତିଆରି କରୁଥିବା ସେହି ଗାଁର ୩ ଜଣ ଶ୍ରମିକ ଓ ବାଣ କିଣିବାକୁ ଆସିଥିବା ୩ ଜଣ ଲୋକ ଜିଅନ୍ତା ଜଳି ଯାଇଥିଲେ। ଏହି ଭୟଙ୍କର ବିସ୍ଫୋରଣରେ ୧୧ଟି ଜୀବନଦୀପ ଲିଭିଯାଇଥିଲା। ତେବେ ମରଣ ମୁହଁରୁ ଗୋଲକ, ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟ‌ା ଓ ଦୁଇ ବୋହୂ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ବିସ୍ଫୋରଣ ପରେ ଖୋଜାଖୋଜି ବେଳେ ଦୁର୍ଘଟଣାସ୍ଥଳରୁ ଥାକେ ଟଙ୍କା ମିଳିଥିଲା । ଲୋକେ କୁହା କୁହି ହେଉଥିଲେ, ଯେଉଁ ଟଙ୍କା ପାଇଁ ଗୋଲକ ଓ ତାଙ୍କ କାରିଗରମାନେ ଜୀବନକୁ ବାଜି ଲଗାଇ ବାଣ ଭିଡ଼ୁଥିଲେ, ସେ ଟଙ୍କା ଅଛି, କିନ୍ତୁ ସେମାନଙ୍କ ଭିତରୁ ଆଉ ଅଧିକାଂଶ ନାହାନ୍ତି। ସେତେବେଳେ ଏହି ଘଟଣା ସାରା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଥିଲା। ଆଉ ଆଜିବି ଯେତେବେଳେ ସେଇ ଘଟଣା ମନେ ପଡ଼ୁଥିବ ସେଇ ପରିବାରର ଦେହ ଶୀତେଇ ଉଠୁଥିବ ନିଶ୍ଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story