ଚାଲିଥିଲା ଡକାୟତି ଯୋଜନା, ମାଡି ବସିଲା ପୁଲିସ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଫୁଲ ଦମ୍‌ରେ ଚାଲିଥିଲା ଚୋରି ଯୋଜନା। କିଭଳି କରିବେ ଡକାୟତି, କେମିତି ହେବ ଲୁଟ୍‌? ଯାତ୍ରୀ ବିଶ୍ରାମଗାର ଭିତରେ ବସି ଏ ସବୁର କରୁଥିଲେ ପ୍ଲାନିଂ। ଗାଡି ସାଙ୍ଗକୁ ମାରଣାଅସ୍ତ୍ର ସବୁ କିଛି ଥିଲା ପ୍ରସ୍ତୁତ। ହେଲେ ଠିକ୍‌ ସମୟରେ ମାଡି ବସିଲା ପୁଳିସ। ଫସର ଫାଟିଲା ସବୁ ଲୁଟେରାଙ୍କ ଚୋରି ପ୍ଲାନିଂ। ଆଉ ବନ୍ଧାହେଲେ ଡକାୟତ ଗ୍ୟାଙ୍ଗର ୧୦ ସଦସ୍ୟ। ଗଞ୍ଜାମ ଜିଲ୍ଲା ପି.ରାମଚନ୍ଦ୍ରପୁର ଗାଁରେ ପଣ୍ଡ ହୋଇଛି ଲୁଟେରାଙ୍କ ଡକାୟତି […]

dakaya gang

dakaya gang

Madhupriya Mistry
  • Published: Wednesday, 31 August 2022
  • Updated: 31 August 2022, 05:55 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଫୁଲ ଦମ୍‌ରେ ଚାଲିଥିଲା ଚୋରି ଯୋଜନା। କିଭଳି କରିବେ ଡକାୟତି, କେମିତି ହେବ ଲୁଟ୍‌? ଯାତ୍ରୀ ବିଶ୍ରାମଗାର ଭିତରେ ବସି ଏ ସବୁର କରୁଥିଲେ ପ୍ଲାନିଂ। ଗାଡି ସାଙ୍ଗକୁ ମାରଣାଅସ୍ତ୍ର ସବୁ କିଛି ଥିଲା ପ୍ରସ୍ତୁତ। ହେଲେ ଠିକ୍‌ ସମୟରେ ମାଡି ବସିଲା ପୁଳିସ। ଫସର ଫାଟିଲା ସବୁ ଲୁଟେରାଙ୍କ ଚୋରି ପ୍ଲାନିଂ। ଆଉ ବନ୍ଧାହେଲେ ଡକାୟତ ଗ୍ୟାଙ୍ଗର ୧୦ ସଦସ୍ୟ।

ଗଞ୍ଜାମ ଜିଲ୍ଲା ପି.ରାମଚନ୍ଦ୍ରପୁର ଗାଁରେ ପଣ୍ଡ ହୋଇଛି ଲୁଟେରାଙ୍କ ଡକାୟତି ଯୋଜନା। ପୁଲିସ ହାତରେ ଧରାପଡିଛନ୍ତି। ଡକାୟତ ଗ୍ୟାଙ୍ଗର ୧୦ ଜଣ ସଦସ୍ୟ। ଏମାନଙ୍କ ନିକଟରୁ ବିପୁଳ ପରିମାରଣ ମାରଣା ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏଥିସହ ପୁଲିସ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି।loot

ସୂଚନା ମୁତାବକ, ଗତ ରାତିରେ ପାଟପୁର ଥାନା ପୁଲିସ ପେଟ୍ରୋଲିଂରେ ବହାରିଥିଲା। ଏହି ସମୟରେ ପି.ରାମଚନ୍ଦ୍ରପୁର ଛକ ନିକଟରେ ଥିବା ଯାତ୍ରୀ ବିଶ୍ରାମଗାରରେ ୧୦ରୁ ୧୫ ଜଣ ଡକାୟତ ଡେରା ଜମାଇଥିବା ସୂଚନା ପାଇଥିଲା। ଏମାନେ ଜାତୀୟ ରଜପଥରେ ଯାତ୍ରୀଙ୍କୁ ଅଟକାଇ ଲୁଟ୍‌ କରିବା ପାଇଁ ଯୋଜନା କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ପୁଲିସ ଉକ୍ତ ବିଶ୍ରାମଗାର ଉପରେ ଅତର୍କିତ ଚଢ଼ାଉ କରିଥିଲା। ୪ରୁ ୫ ଜଣ ଖସି ପଳାଇଥିବା ବେଳେ ୧୦ ଜଣ ଲୁଟେରାଙ୍କୁ ପୁଲିସ ଗିରଫ କରିଛି।

ଏମାନଙ୍କ ନିକଟରୁ ତିନୋଟି ଖଣ୍ଡା ସମେତ ବିଭିନ୍ନ ପ୍ରକାରର ମାରଣାସ୍ତ୍ର, ଛଅଟି ଅଫୁଟା ବୋମା, ସାଇକେଲ ଚେନ, ଦୁଇଟି ବାଇକ, ଦୁଇଟି ଲଙ୍କାଗୁଣ୍ଡ ପ୍ୟାକେଟ୍‌, ଦୁଇଟି ଟର୍ଚ୍ଚ ଲାଇଟ୍‌କୁ ଜବତ କରାଯାଇଥିବା ପାଟପୁର ଥାନା ଆଇଆଇସି ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ଡକାୟତଙ୍କ ମଧ୍ୟରୁ ୭ ଜଣଙ୍କ ନାଁରେ ପୂର୍ବରୁ ଗଞ୍ଜାମ ଜିଲ୍ଲାର ଅନେକ ଥାନାରେ ବିଭିନ୍ନ ଅପରାଧିକ ମାମଲା ରୁଜୁ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story