ହାତ ପାଆନ୍ତାରେ ମିଳିବ ଚକ୍ଷୁ ଚିକିତ୍ସା ସୁବିଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): LV ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଓ ଓଏମ୍‌ସି ମିଳିତ ଉଦ୍ୟମରେ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା ଯାନର ଶୁଭାରମ୍ଭ କରାଯାଇଛି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏହି ଚକ୍ଷୁ ଯାନର ଶୁଭାରମ୍ଭ କରିଛନ୍ତି। ଏହି ଯାନରେ ଅତ୍ୟାଧୁନିକ ସରଞ୍ଜାମ ରହିଛି। ସବୁବର୍ଗ ଲୋକଙ୍କୁ ଚିକିତ୍ସା ଯୋଗାଇଦେବା ଭଳି ସୁବିଧା ରହିଛି। ଏହି ଯାନ କେନ୍ଦୁଝର, ବ୍ରହ୍ମପୁର, ରାୟଗଡା, ରାଜଗାଙ୍ଗପୁରରେ ଚକ୍ଷୁ ରୋଗୀଙ୍କୁ ସେବା ଯୋଗାଇବ। ରାଜଧାନୀ ଭୁବନେଶ୍ୱର ଭଳି ଏହି କେନ୍ଦ୍ର […]

lv

lv

Manoranjan Sial
  • Published: Thursday, 16 January 2020
  • Updated: 16 January 2020, 06:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): LV ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଓ ଓଏମ୍‌ସି ମିଳିତ ଉଦ୍ୟମରେ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା ଯାନର ଶୁଭାରମ୍ଭ କରାଯାଇଛି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏହି ଚକ୍ଷୁ ଯାନର ଶୁଭାରମ୍ଭ କରିଛନ୍ତି। ଏହି ଯାନରେ ଅତ୍ୟାଧୁନିକ ସରଞ୍ଜାମ ରହିଛି। ସବୁବର୍ଗ ଲୋକଙ୍କୁ ଚିକିତ୍ସା ଯୋଗାଇଦେବା ଭଳି ସୁବିଧା ରହିଛି। ଏହି ଯାନ କେନ୍ଦୁଝର, ବ୍ରହ୍ମପୁର, ରାୟଗଡା, ରାଜଗାଙ୍ଗପୁରରେ ଚକ୍ଷୁ ରୋଗୀଙ୍କୁ ସେବା ଯୋଗାଇବ। ରାଜଧାନୀ ଭୁବନେଶ୍ୱର ଭଳି ଏହି କେନ୍ଦ୍ର ଗୁଡିକରେ ଚିକିତ୍ସା ସୁବିଧା ଯୋଗାଇବାକୁ ଏହି ପ୍ରୟାସ କରାଯାଇଛି। ପାଇଲଟ୍‌ ପ୍ରକଳ୍ପ ଭାବେ ଗୋଟିଏ ଭ୍ରାମ୍ୟମାଣ ଯାନ ଆରମ୍ଭ କରାଯାଇଛି। ପର୍ଯ୍ୟାୟକ୍ରମେ ଅନ୍ୟ ସ୍ଥାନରେ ମଧ୍ୟ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ଚିକିତ୍ସାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story