ଫେକ୍‌ ଆଇଡି କରି ଭାବି ସ୍ୱାମୀଙ୍କ ଚରିତ୍ର ପରଖିଲେ ଯୁବତୀ, ଶେଷରେ ଜାଣିଲେ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେସେଜ୍ ବକ୍ସରେ ଆରମ୍ଭ ହେଲା ଚାଟିଂ। ଭାରି ରୋମାଣ୍ଟିକ୍‌ ଥିଲା କଥାଗୁଡିକ। ଆରମ୍ଭରୁ ଲେଖାହେଲା, “I love you, I want to make love to you..darling, u r very preety, I think u r an angel, my angel.” ବାସ୍‌ ଆପଣ ବୁଝି ପାରୁଥିବେ ଯୁବକ ଜଣକ କୋଉ ସ୍ତରକୁ ଚାଲି ଯାଇଥିଲେ। ନିଜ ଉପରୁ ସମ୍ପୁର୍ଣ୍ଣ ନିୟନ୍ତ୍ରଣ ହରାଇଥିବା ଏହି ଯୁବକଙ୍କ ସହ ଚାଟିଂ କରୁଥିବା […]

FB

FB

Rakesh Mallick
  • Published: Thursday, 08 February 2018
  • Updated: 11 February 2018, 10:00 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେସେଜ୍ ବକ୍ସରେ ଆରମ୍ଭ ହେଲା ଚାଟିଂ। ଭାରି ରୋମାଣ୍ଟିକ୍‌ ଥିଲା କଥାଗୁଡିକ। ଆରମ୍ଭରୁ ଲେଖାହେଲା, “I love you, I want to make love to you..darling, u r very preety, I think u r an angel, my angel.” ବାସ୍‌ ଆପଣ ବୁଝି ପାରୁଥିବେ ଯୁବକ ଜଣକ କୋଉ ସ୍ତରକୁ ଚାଲି ଯାଇଥିଲେ। ନିଜ ଉପରୁ ସମ୍ପୁର୍ଣ୍ଣ ନିୟନ୍ତ୍ରଣ ହରାଇଥିବା ଏହି ଯୁବକଙ୍କ ସହ ଚାଟିଂ କରୁଥିବା ଯୁବତୀ ଥିଲେ କିନ୍ତୁ ବେସ୍‌ ଚାଲାକ। ଦେଖି ଚାହିଁ Humm, ya, no ଏମିତି କହି ଉତ୍ତର ଦେଉଥିଲେ।

ବାସ୍‌ ତା ପରେ ଯୁବକ ପ୍ରେମ ଆଡୁ ମୁହାଇଁଲେ ଦେହ ଆଡକୁ। ଆରମ୍ଭ ହେଲା ଚାଟିଂ। “I love you a lot, I want to spend romantic time with you, just u and me, I will b play with your hair and kiss your…”  

ବାସ୍‌ ଏଇଠି ଅଟକି ଯିବା । କାରଣ ଏହା ଆଗକୁ ଲେଖିବାକୁ ଆମକୁ ବି ଲଜ୍ଜା ଲାଗିବ, ଆଉ ପଢିବାକୁ ଆପଣମାନଙ୍କୁ ମଧ୍ୟ। ଏହାପରେ ଯୁବକ ଜଣକ ଖୋଲାଖୋଲି ଭାବେ ନିଜ ଯୌନ ଲାଳସା ଚରିତାର୍ଥ କରିବାକୁ ଯାଇ ଗୁଡାଏ ଫାଲତୁ କଥା ବଖାଣିଥିଲେ। ଉଭୟଙ୍କ ବାର୍ତ୍ତାଳାପ ମଧ୍ୟରେ ଉତ୍‌ଶୃଙ୍ଖଳ ଯୁବକ ଜଣକ ନିଜେ ବିବସ୍ତ୍ର ହୋଇପଡି ଫଟୋ ଓ ଅଶ୍ଲିଳ ଭିଡିଓମାନ ଯୁବତୀଙ୍କ ହ୍ୱାଟସ୍‌ ଆପ୍‌ ନମ୍ବରକୁ ପଠାଇବାକୁ ଲାଗନ୍ତି। ବାର୍ତ୍ତାଳାପ ସରିବା ପରେ ଯୁବତୀ ଜଣକ ସମ୍ପୃକ୍ତ ଯୁବକଙ୍କ ଫୋନ୍‌ ନଂ ମାଗି ଆଣନ୍ତି। ଆଉ ଯାହାର ପ୍ରତିଫଳନ ଦେଖିବାକୁ ମିଳେ ଭୁବନେଶ୍ୱର ଇନ୍‌ଫୋସିଟି ଥାନା ପରିସରରେ।

ବସ୍ତବରେ ଘଟଣାଟି ହେଉଛି ଏମିତି। ବାଲେଶ୍ୱର ସୋର ଅଞ୍ଚଳର ଜଣେ ଯୁବତୀ କଟକରେ ବ୍ୟାଙ୍କ ଚାକିରି କରିଥିବା ଜଣେ ଯୁବକଙ୍କୁ ମ୍ୟାଟ୍ରିମୋନିଆଲ ସାଇଟ୍‌ ଜରିଆରେ ପସନ୍ଦ କରିବା ପରେ ବାହାଘର ଆଗେଇଥିଲା। ଏପରିକି ଚଳିତ ମାସ ଆରମ୍ଭରେ ଦୁହିଁଙ୍କ ନିର୍ବନ୍ଧ ମଧ୍ୟ ସରିଥିଲା। ଆସନ୍ତା ମାର୍ଚ୍ଚ ୪ ତାରିଖରେ ବିବାହ ହୋଇଥାନ୍ତା। ହେଲେ ଇତି ମଧ୍ୟରେ ଭାବି ସ୍ୱାମୀଙ୍କ ଚରିତ୍ର ପରଖିବାକୁ ଯାଇ  ଫେକ୍‌ ଆକାଉଣ୍ଟ ଜରିଆରେ ଯୁବତୀ ଜଣକ ଏକ ‍ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ। ଏହାକୁ accept କରିଯିବା ପରେ ଚାଟିଂରେ କଥା ଆଗେଇଥିଲା। ଯୁବକ ଜଣକ ଯୁବତୀ ଜଣଙ୍କର ବାସ୍ତବିକ୍‌ ପରିଚୟ ଜାଣି ନ ଥିଲେ। ଜଣେ ଝିଅ ତା ଆଡୁ ତାଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିବାରୁ ଉତ୍ସାହିତ ହୋଇ ତାଙ୍କୁ ପ୍ରେମ ନିବେଦନ କରିବାକୁ ଲାଗିଲେ। ଯାହା ଆପଣ ଉପରେ ପଢିଲେ (ସମ୍ଭ୍ରମତା ଦୃଷ୍ଟିରୁ ଏହାକୁ ଯଥାସମ୍ଭବ ପରିବର୍ତ୍ତନ କରାଯାଇଛି)।

ଚାଟିଂରେ ଫୋନ୍‌ ନମ୍ବର ଦିଆନିଆ ପରେ ଗୁରୁବାର ସକାଳେ ଯୁବତୀ ଜଣକ ଉକ୍ତ ଯୁବକଙ୍କୁ ଶିଖରଚଣ୍ଡୀ ପାହାଡ ପାଖରେ ଦେଖା ହେବାକୁ ଡାକିଥିଲେ। ନିଜକୁ ସୁଟ୍‌ ବୁଟ୍‌ରେ ସଜାଇ ଯୁବକ ଜଣକ ପହଞ୍ଚିଥିଲେ ଶିଖରଚଣ୍ଡିରେ। ହେଲେ ସେଠାରେ ଭାବି ପତ୍ନୀଙ୍କୁ ନିଜ ପ୍ରେମିକାଙ୍କ ସ୍ଥାନରେ ଦେଖି ତାଙ୍କ ମୁଡ୍‌ ବିଗିଡି ଯାଇଥିଲା। ଯୁବତୀ ଜଣକ ତାଙ୍କୁ ରୋକଠୋକ୍‌ ବିବାହ କରିପାରିବେ ନାହିଁ ବୋଲି କହିଥିଲେ। ହେଲେ କାକୁତି ମିନତୀ ହୋଇ ନିଜ କୃତକର୍ମ ପାଇଁ ଭୁଲ୍‌ ମାଗିଥିଲେ ଯୁବକ। ଯୁବତୀ ଥିଲେ ନଛୋଡବନ୍ଧା। ନିର୍ବନ୍ଧ ଓ ବାହାଘର ପ୍ରସ୍ତୁତି ପାଇଁ ହୋଇଥିବା ଖର୍ଚ୍ଚ ବାବଦକୁ ଟଙ୍କା ଫେରାଇବାକୁ ସେ ଦାବି କରିଥିଲେ। ମାତ୍ର ଏହାକୁ ନ ମାନିବାରୁ କଥା ଥାନାକୁ ଯାଇଥିଲା। ଇନ୍‌ଫୋସିଟି ପୋଲିସ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story