ଫେସବୁକ୍‌ରେ ଆକାଉଣ୍ଟ ଖୋଲିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସୋସିଆଲ୍ ମିଡିଆରେ ଫେସବୁକରେ ଆକାଉଣ୍ଟ ଖୋଲିଛନ୍ତି। ଆକାଉଣ୍ଟ ଖୋଲି ସେ ପ୍ରଥମେ ‘ଜୟ ଜଗନ୍ନାଥ’ ଲେଖି ପୋଷ୍ଟ କରିଛନ୍ତି। ଫେସବୁକ୍‌ରେ ତାଙ୍କ ଅଫିସିଆଲ୍ ପେଜ୍ ହେଉଛି ‘ନବୀନ ଡଟ୍ ଓଡ଼ିଶା’। ଟୁଇଟର ପରେ  ସୋସିଆଲ ମିଡିଆରେ ଏହା ହେଉଛି ନବୀନଙ୍କ ଦ୍ୱିତୀୟ ଆକାଉଣ୍ଟ। ଗୋଟିଏ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଫେସବୁକ୍ ଆକାଉଣ୍ଟକୁ ପାଞ୍ଚ ହଜାର ଲୋକ ଫଲୋ କରିଛନ୍ତି।

naveen

Rakesh Mallick
  • Published: Wednesday, 04 May 2016
  • , Updated: 04 May 2016, 08:40 AM IST

Related story