ଜଳିଗଲା ପିକ୍‌ଅପ୍‌ ଭ୍ୟାନ୍‌

ବାଲେଶ୍ୱର: ସର୍ଟସର୍କିଟି ଯୋଗୁଁ ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ନିକଟ ଜାତୀୟ ରାଜପଥରେ ଏକ ପିକ୍ଅପ୍ ଭ୍ୟାନ୍ ଜଳିଯାଇଛି। ଭ୍ୟାନଟି ବାସୁଦେବପୁରରୁ ବାଲେଶ୍ୱର ଯାଉଥିଲା। ଖବର ପାଇ ଖନ୍ତାପଡା ଥାନାର ଆଇଆଇସିଙ୍କ ସହ ୨ଟି ଦମକଳ ଗାଡି ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ।

[vc_video link="" align="center"]

ଅଗ୍ନିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ କିଛି ସମୟ ପାଇଁ ରାସ୍ତା ରୋକ କରିଥିଲେ।

Ordigital Desk
• Published: Sunday, 04 June 2017
• Updated: 04 June 2017, 06:40 PM IST

ବାଲେଶ୍ୱର: ସର୍ଟସର୍କିଟି ଯୋଗୁଁ ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ନିକଟ ଜାତୀୟ ରାଜପଥରେ ଏକ ପିକ୍ଅପ୍ ଭ୍ୟାନ୍ ଜଳିଯାଇଛି। ଭ୍ୟାନଟି ବାସୁଦେବପୁରରୁ ବାଲେଶ୍ୱର ଯାଉଥିଲା। ଖବର ପାଇ ଖନ୍ତାପଡା ଥାନାର ଆଇଆଇସିଙ୍କ ସହ ୨ଟି ଦମକଳ ଗାଡି ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ।

[vc_video link="" align="center"]

ଅଗ୍ନିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ କିଛି ସମୟ ପାଇଁ ରାସ୍ତା ରୋକ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos