ବୀମା ଅର୍ଥ ଜାଲିଆତି କରୁଛନ୍ତି କି ? ସାବଧାନ !

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାଲ୍ ଦୁର୍ଘଟଣା ରିପୋର୍ଟ ତିଆରି କରି ବୀମା କମ୍ପାନୀଙ୍କ ଠାରୁ ଟଙ୍କା ହଡପ୍ କରୁଥିବା ଅସାଧୁ ବ୍ୟକ୍ତିଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଏନେଇ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ସମସ୍ତ ଏସ୍&zwnj;ପି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି।</p> <p>ଜାଲ୍ ଦୁର୍ଘଟଣା ରିପୋର୍ଟ ପ୍ରସ୍ତୁତ କରି ବୀମା କମ୍ପାନୀଙ୍କୁ ଠକେଇ ପଛରେ ଏକ ରାକେଟ୍ କାମ କରୁଛି। ଏଥିରେ କିଛି ଆଇନଜୀବୀ, ଡାକ୍ତର, ପରିବହନ ଅଧିକାରୀ ଓ ପୋଲିସ କର୍ମଚାରୀ ସଂପୃକ୍ତ ଥିବା ସାମ୍ନାକୁ ଆସଥିବା କହିଛନ୍ତି ପୋଲିସ ଡିଜି। ଏହାକୁ ରୋକିବା ଲାଗି ଭେଇକିଲ୍ ଇନ୍&zwnj;ସ୍ୟୁରାନ୍ସ ଆବେଦନ ବେଳେ ସତର୍କତା ଅବଲମ୍ବନ କରିବାକୁ ଡିଜିପି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।</p>

Ordigital Desk
  • Published: Monday, 01 January 2018
  • Updated: 01 January 2018, 10:31 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାଲ୍ ଦୁର୍ଘଟଣା ରିପୋର୍ଟ ତିଆରି କରି ବୀମା କମ୍ପାନୀଙ୍କ ଠାରୁ ଟଙ୍କା ହଡପ୍ କରୁଥିବା ଅସାଧୁ ବ୍ୟକ୍ତିଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଏନେଇ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ସମସ୍ତ ଏସ୍&zwnj;ପି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି।</p><p>ଜାଲ୍ ଦୁର୍ଘଟଣା ରିପୋର୍ଟ ପ୍ରସ୍ତୁତ କରି ବୀମା କମ୍ପାନୀଙ୍କୁ ଠକେଇ ପଛରେ ଏକ ରାକେଟ୍ କାମ କରୁଛି। ଏଥିରେ କିଛି ଆଇନଜୀବୀ, ଡାକ୍ତର, ପରିବହନ ଅଧିକାରୀ ଓ ପୋଲିସ କର୍ମଚାରୀ ସଂପୃକ୍ତ ଥିବା ସାମ୍ନାକୁ ଆସଥିବା କହିଛନ୍ତି ପୋଲିସ ଡିଜି। ଏହାକୁ ରୋକିବା ଲାଗି ଭେଇକିଲ୍ ଇନ୍&zwnj;ସ୍ୟୁରାନ୍ସ ଆବେଦନ ବେଳେ ସତର୍କତା ଅବଲମ୍ବନ କରିବାକୁ ଡିଜିପି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos